Browsing Tag

Rape

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲା : ନିର୍ଦ୍ଦୋଶରେ ଅଭିଯୁକ୍ତ ଖଲାସ ହେବା ପରେ ବିଭିନ୍ନ ମହଲରେ ମିଶ୍ର…

ଭୁବନେଶ୍ବର (କେନ୍ଯୁଜ୍) : ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ରାୟ ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡ଼ିତାଙ୍କ ପରିବାର କହିଛନ୍ତି , ଏହି ରାୟକୁ ସହଜରେ ଗ୍ରହଣ କରିପାରୁନୁ । ଝିଅକୁ ମାରି ଦିଆଗଲା ଓ ଅଭିଯୁକ୍ତକୁ ଦଣ୍ଡ…

ଚାରି ବର୍ଷର ଝିଅ ସହ ହେଲା ଦୁଷ୍କର୍ମ, ହେଲେ ଏହି ଘଟଣାରେ ଯେଉଁ ରାୟ ଆସିଲା ତାହା ଭାରତୀୟ ସମାଜ ପାଇଁ ନିଶ୍ଚୟ…

ସ୍କୁଲରେ ପିଲାଙ୍କ ସହ ଦୁଷ୍କର୍ମ ହେବା ଏବଂ ହତ୍ୟା ଭଳି ଘଟଣା ଗତ କିଛି ବର୍ଷ ହେବ ବଢି ଚାଲିଛି । ଆଉ ଏପରି ସମ୍ବେଦନଶୀଳ ମାମଲାମାନଙ୍କରେ ସ୍କୁଲ୍ ପ୍ରଶାସନ ଉପରେ ଉଠୁଛି ଆଙ୍ଗୁଠି । ତେବେ ଦୁଇ ଦୁଇ ବର୍ଷ ତଳେ ଗୁଡଗାଓଁରେ ହୋଇଥିବା ଏଭଳି ଏକ ମାମଲାର ଆସିଛି ରାୟ । ଯାହା ପିଲାଙ୍କ ସୁରକ୍ଷା…

ପଶୁତ୍ବର ଶେଷ ସୀମା : ଆଇସିୟୁରେ ଚିକିତ୍ସାଧୀନ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, କମ୍ପାଉଣ୍ଡର ସହ ୩ କର୍ମଚାରୀଙ୍କ…

ବରେଲି : ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବଦାୟୁ ରୋଡ଼ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର। ନାବାଳିକା ଜଣଙ୍କ ଡାକ୍ତରଖାନା କମ୍ପାଉଣ୍ଡର ଏବଂ ଅନ୍ଯ କର୍ମଚାରୀଙ୍କ ବିରୋରେ ଦୁଷ୍କର୍ମ ଅଭିଯୋଗ…

କୋଣାର୍କ : ୧୦ ଦିନ ଧରି ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କୋଣାର୍କ : ଯୁବତୀଙ୍କୁୁ ଗଣଦୁଷ୍କର୍ମ । ଦିନେ କି ଦୁଇ ଦିନ ନୁହେଁ, ୧୦ ଦିନ ଧରି ଗଣଦୁଷ୍କର୍ମ କରିଛନ୍ତି ପିଶାଚ । ଜଣେ କି ଦୁଇ ଜଣ ନୁହେଁ, ୧୦ ରୁ ୧୫ ଜଣ ଗଣଦୁଷ୍କର୍ମ କରିଛନ୍ତି । କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀ ଏଭଳି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏକ ବନ୍ଦ ଘରୁ…

କନ୍ଧମାଳରେ ୯ ବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ଯା

ଜଣେ ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ଏକ ନାଳରେ ଫୋପାଡି ଦିଆଯାଇଥିବା କୁହାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଂଚଳରେ ଏହି ଘଟଣା ଘଟିଛି ।ଗତକାଲି ଅପରାହ୍ନରେ ଶିଶୁଟି ନିଖୋଜ ଥିଲା । ସଂଧ୍ୟାରେ ମିଳିଥିଲା ନାବାଳିକାର ମୃତ…

ହରିଆଣା ରେଓ୍ଵାଡି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଆର୍ମୀ ଯବାନଙ୍କ ସଂପୃକ୍ତି ନେଇ ମିଳିଛି ପ୍ରମାଣ

ହରିୟାନା(କେନ୍ଯୁଜ୍) : ହରିଆଣା ରେଓ୍ଵାଡି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆର୍ମୀ ଯବାନଙ୍କ ସଂପୃକ୍ତି । ଜଣେ ଯବାନ ଏବଂ ଅନ୍ୟ ଦୁଇ ଜଣଙ୍କ ସଂପୃକ୍ତି ନେଇ ପୋଲିସକୁ ପ୍ରମାଣ ମିଳିଛି । ସଂପୃକ୍ତ ଯବାନ ରାଜସ୍ଥାନରେ କାର୍ଯ୍ୟରତ ଅଛନ୍ତି । ସେଠାକୁ ଏକ ପୋଲିସ ଟିମ୍‌ ପଠାଯାଇଛି ଏବଂ ତାଙ୍କୁ…

“ଇସ୍ ଦେଶ୍ କୋ ବେଟି ଦେନେ ସେ ଭଗବାନ୍ ଭି ଘବରାୟେଗା” : ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଭାବପୂର୍ଣ୍ଣ କବିତା ପଢିଲେ…

Gar ab bhi na sudhre toh ek din aisa aayega, iss desh ko beti dene se bhaghwaan bhi ghabhrayega : ଯଦି ଏବେ ବି ନସୁଧୁରିବା ତେବେ ଗୋଟେ ଦିନ ଏମିତି ଆସିବ, ଏହି ଦେଶକୁ ଝିଅ ଦେବା ପାଇଁ ଭଗବାନ୍ ବି ଡରିବ । ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦଣ୍ଡ ଶୁଣାଇବା ସମୟରେ ଏହି…

ନ୍ୟାୟର ମନ୍ଦିରରେ ମୁଣ୍ଡ ନୁଆଁଇଲା ମାନବିକତା : କୋର୍ଟରେ ମହିଳା ଓକିଲଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ନ୍ୟାୟର ମନ୍ଦିରରେ ଲଜ୍ଜିତ ହେଲା ମାନବିକତା। ଦିଲ୍ଲୀର ସାକେତ କୋର୍ଟରେ ଏଭଳି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ କରିଦେବ ତଳକୁ। କୋର୍ଟ ପରିସରରେ ମହିଳା ଓକିଲଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମର ଏହି ଅଭିଯୋଗ ଲଗା ଯାଇଛି ସାଥି ଓକିଲଙ୍କ ଉପରେ। ପୀଡିତାଙ୍କ ଅଭିଯୋଗ…

ବିବାହ ପ୍ରତିଶୃତି ଦେଇ ଧୋକା: ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର: ଲଭ -ସେକ୍ସ - ଧୋକା। ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଂଘାମୁଣ୍ଡା ଗାଁରେ। କୁକୁଡାହାଡ ସୁନାରିପଡାର ପରମେଶ୍ୱର ସରାଫଙ୍କ ପୁଅ ମଞ୍ଜିତ ସରାଫ ପୀଡିତାଙ୍କୁ ବିବାହାର ପ୍ରତିଶୃତି ଦେଇ ଘରୁ ନେଇଥିଲା। ପରେ ନୂଆପଡାର ଭଡା…

ଲଜ୍ଜା ! ଦିବ୍ୟାଙ୍ଗ ବାପାଙ୍କ ଆଗରେ ଝିଅକୁ ଦୁଷ୍କର୍ମ

କନ୍ଧମାଳ: ବାପାଙ୍କ ସହ ରାସ୍ତାରେ ଫେରିବାବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାଲିଗୁଡ଼ା ପର୍ତ୍ତମାହାରୁ ଜଙ୍ଗଲରେ ଘଟିଛି ଏହି ଅଘଟଣ। ବାପା, ଝିଅ ଦୁଇ ଜଣ ଦାରିଙ୍ଗବାଡ଼ିକୁ ଜାତିଗତ ପ୍ରମାଣପତ୍ର ପାଇଁ ଯାଇଥିଲେ। ବାଟରେ ଫେରୁଥିବାବେଳେ ଦୁଇ ଜଣ…

ପ୍ରେମିକାରୁ ପୀଡିତା : ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର : ଲଭ୍‌ ସେକ୍ସ ଧୋକା । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ ।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ରାସେଗାବିନ୍ଦପୁର ଅଞ୍ଚଳର ଯୁବକ ସାଗରାମ ମୁର୍ମୁ ତାଙ୍କୁ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ସମୟରେ…

ମାଲକାନଗିରି : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମାଲକାନଗିରି : ପୁଣି ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । କାଲିମେଳା ଥାନା ଭେଜାଙ୍ଗିଓ୍ଵାଡା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘରଠାରୁ ମାତ୍ର ଶହେ ମିଟର ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…