Browsing Tag

rapist convict

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ

କଟକ : ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ । କଟକ ଆଡ଼ହକ ଅତିରିକ୍ତ ଜିଲ୍ଲାଜଜ ତଥା ପୋକସୋ ଅଦାଲତ ଅଭିଯୁକ୍ତ ସୁମନ୍ତ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଜେଲଦଣ୍ଡ ସହ ୬୦ ହଜାର ଟଙ୍କା ଆର୍ଥିକ…