Browsing Tag

rare blue diamond ring

ନିଲାମରେ ରଖାଯିବ ନୀଳ ହୀରା ମୁଦି, ଦାମ ୧୦୦ କୋଟି

ସ୍ୱିଜରଲ୍ୟାଣ୍ଡର ଜେନେଭାସ୍ଥିତ କ୍ରିଷ୍ଟି ନିଲାମୀ ଘରେ ଏକ ଦୁର୍ଲଭ ନୀଳ ହୀରା ଲାଗ ମୁଦି ଗୁରୁବାରକୁ ନିଲାମ ହେବାକୁ ଯାଉଛି । ଏଥିରେ ଲଗାଯାଉଥିବା ଆୟତାକାର ହୀରା ୭.୦୩ କ୍ୟାରେଟର ଅଟେ । ଆୟୋଜକଙ୍କ କହିବା ଅନୁଯାୟୀ ଏହି ହୀରା ବହୁତ ସୁନ୍ଦର ଅଟେ । ଅତିଶୀଘ୍ର ଏହାର ନିଲାମ କରାଯିବ…