Browsing Tag

rare disease

ଜୀବଜନ୍ତୁଙ୍କ ଭଳି ଚାଲିଥାନ୍ତି ଏହି ପରିବାରର ଲୋକ, ଚାଲିବା ପାଇଁ କେବଳ ଗୋଡ ନୁହେଁ ବ୍ୟବହାର କରନ୍ତି ହାତ

ଦୁନିଆରେ ଏମିତି କିଛି ଲୋକ ଏବଂ ପରିବାର ରହିଛି, ଯେଉଁମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରୁଛନ୍ତି। ନିଜ ପରିବାରକୁ ଚଳାଇବା ପାଇଁ କିଏ କେତେ ପ୍ରକାରର କାମ କରୁଛି। ଆଉ କିଏ କିଏ ଏମିତି କିଛି ସାମାଜିକ ଚଳଣୀ ଯୋଗୁଁ ମଧ୍ୟ ହଇରାଣ ହେଉଛି। ଏସବୁ ଭିତରେ ସମସ୍ତେ ନିଜ ନିଜ ଜୀବନ…

ଧୀରେ ଧୀରେ ପଥର ପାଲଟି ଯାଉଛି ପାଞ୍ଚ ମାସ ଶିଶୁର ଶରୀର, କାହିଁକି ଜାଣନ୍ତୁ

ପାଞ୍ଚ ମାସର ଏକ ଶିଶୁର ଦୁର୍ଲଭ ରୋଗକୁ ନେଇ ସୋସିଆଲ ମିଡିଆରେ ଜୋର ଧରିଛି । ପ୍ରକୃତରେ ବ୍ରିଟେନରେ ରହୁଥିବା ପାଞ୍ଚ ମାସର ଶିଶୁର ଶରୀର ଧୀରେ ଧୀରେ ପଥର ପାଲଟି ଯାଉଛି । ଜିନ ସମ୍ଭନ୍ଧୀୟ ଏହି ଘାତକ ରୋଗକୁ Fibrodysplasia Ossificans Progressive କୁହାଯାଇଥାଏ । ଏହି ରୋଗରେ ମଣିଷ ଶରୀର…

ମରଣ ମୁହଁରେ ୫ ମାସର କୁନି ଝିଅ, ୧୬ କୋଟିର ଇଞ୍ଜେକସନ୍‌ରେ ବଞ୍ଚିବ ଜୀବନ; କିନ୍ତୁ ପାଖରେ ନାହିଁ ସମ୍ବଳ

ଛୋଟ ପିଲାଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କ ହସରେ ସାରା ଘରେ ଖୁସି ଖେଳିଯାଏ। ମା’ବାପାଙ୍କୁ ସେ ସମ୍ପୂର୍ଣ୍ଣ କରିଥାଏ। କିନ୍ତୁ ଏକ ପାଞ୍ଚ ମାସ ଶିଶୁ ଏକ ଏଭଳି ଦୂରାରୋଗରେ ପୀଡ଼ିତ ଅଛି ଯାହା ମା’ବାପାଙ୍କ ନିଦ ହଜାଇ ଦେଇଛି। ଏହି ୫ ମାସର କୁନି ଝିଅଟି ହେଉଛି ତୀରା। ଜନ୍ମ ବେଳେ…

କରୋନା କଲବଲ କରୁଥିବାବେଳେ ଆଉ ଏକ ଅଜଣା ରୋଗ ଖେଳାଉଛି ଆତଙ୍କ, ୩ ଶିଶୁ ମୃତ ଏବଂ ୧୦୦ ରୁ ଅଧିକ ଆକ୍ରାନ୍ତ

ସାରା ବିଶ୍ଵ କରୋନା ମହାମାରୀ ସହ ଲଢେ଼ଇ କରୁଛି। ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ପାଖାପାଖି ୨୦୦ଟି ଦେଶକୁ କରୋନା କବଳିତ କରିରଖିଛି। ତେବେ ଏହି ସବୁ ମଧ୍ୟରେ କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଦେଶ ଅମେରିକାକୁ ଯେମିତି ବିପଦ ମାଡିଚାଲିଛି। କରୋନାର…

କରୋନାର କମ୍ପନ ଭିତରେ ବ୍ୟାପୁଛି ଆଉ ଏକ ଦୁର୍ଲଭ ରୋଗ, ଦେଶରେ ଦେଖିବାକୁ ମିଳିଲାଣି ୧୦୦ ମାମଲା

କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଆମେରିକା ଏବଂ ୟୁରୋପ ଦେଶ ସମେତ ଆହୁରି କିଛି ଦେଶ ଗୋଟେ ପରେ ଗୋଟେ ନୂଆ ବିପଦ ମାଡ଼ିଆସୁଛି। କରୋନାର ପ୍ରକୋପ ଜାରୀ ରହିଥିବାବେଳେ ଏବେ ଆଉ ଏକ ଦୁର୍ଲଭ ରୋଗ ବ୍ୟାପିବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋଗ ଦ୍ୱାରା…

କ’ଣ ହୋଇଛି ଏହି ଯୁବତୀଙ୍କୁ, କାନ୍ଦିବା ମାତ୍ରେ ଆରମ୍ଭ ହେଉଛି କଷ୍ଟ, ଡାକ୍ତର ବି ଆଶ୍ଚର୍ଯ୍ୟ!

ଆମେରିକାର ନିୟା ସେଲେୱେ ସବୁଦିନ ଯନ୍ତ୍ରଣା ଅନୁଭବ କରନ୍ତି। କିନ୍ତୁ କାନ୍ଦି ପାରନ୍ତିନି, ଯାହାର କାରଣ ତାଙ୍କର ଦୁରାରୋଗ। ୨୧ ବର୍ଷୀୟା ନିୟାଙ୍କୁ ପାଣିରେ ଏଲର୍ଜି ରହିଛି। ଟୋପାଏ ପାଣି ବି ଯଦି ତାଙ୍କ ଶରୀର ଉପରେ ପଡ଼େ, ତା’ହେଲେ ତାଙ୍କୁ ଖୁବ୍ ଜୋର୍‌ରେ କୁଣ୍ଡାଇ ହୋଇଥାଏ। ତ୍ୱଚାର…

ଏମିତି ଏକ ରୋଗ, ଯେଉଁଥିରେ ଦିନକୁ ୧୦୦ଥର ହୋଇଥାଏ ଏହି ଜିନିଷ

ବଦଳୁଥିବା ସମୟ ସହ ମେଡ଼ିକାଲ ସାଇନ୍ସ କ୍ଷେତ୍ରରେ ମଧ୍ୟ ଦୈନିକ ବିଭିନ୍ନ ପରୀକ୍ଷା କରାଯାଉଛି। ବିଭିନ୍ନ ପ୍ରକାରର ଆବିଷ୍କାର, ମେସିନ୍ ଏବଂ ଔଷଧ ପାଇଁ ଆଜି ଯେକୌଣସି ରୋଗର ଚିକିତ୍ସା କରାଯାଇପାରୁଛି। କହିବାକୁ ଗଲେ ଚିକିତ୍ସା ବିଜ୍ଞାନ ଯେଉଁଭାବେ ଆଗକୁ ବଢ଼ୁଛି ଠିକ୍ ସେହିପରି ବଢ଼ିଚାଲିଛି ନୂଆ-…