ରସଗୋଲା ଖାଇବାର ରହିଛି ଅନେକ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପଖାଳ ପରେ ଓଡିଆଙ୍କ ପ୍ରିୟ ରସଗୋଲା ହୋଇଥାଏ । ମିଠା ଭିତରେ ଅନେକ ମିଠା ରହିଛି । ବିଶେଷ କରି ଓଡ଼ିଶାରେ ରସଗୋଲାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଯାହା ସାଧାରଣତଃ ସମସ୍ତଙ୍କୁ ଖୁବ୍ ଭଲ ଲାଗିଥାଏ । କିନ୍ତୁ ରସଗୋଲା ସବୁଠାରୁ ସର୍ବୋତ୍ତମ ବୋଲି କୁହାଯାଏ । ଏହା ବ୍ୟତୀତ ରସଗୋଲା ଏକ…