Browsing Tag

rash driving

ଯାତ୍ରୀ ନେବା ପାଇଁ ବସ୍‌ ଭିତରେ ପ୍ରତିଯୋଗିତା, ଦୁର୍ଘଟଣାକୁ ରୋକିବ କିଏ ?

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେଲା । ଦୁଇ ଚକିଆରୁ ୧୨ କି ୧୪ ଚକିଆ ଯାନବାହନ ଉପରେ ଚଢ଼ାଉ ବି ହେଲା । ଏବେ ସିନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିକେ ଯାଞ୍ଚ କୋହଳ ପଡ଼ିଛି ହେଲେ ନିୟମ ତ ନିୟମ । ଆଜି ନହେଲେ କାଲି ଲାଗୁ ହେବ ଏବଂ ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ହେବେ । ୟଙ୍ଗ୍‌…