ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍, ଭିଡିଓ ଭାଇରଲ
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ ବିଦା କରିଛି ଆଫଗାନିସ୍ତାନ । ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ନେଇ ସମଗ୍ର ଦେଶରେ ବିଜୟ ଉତ୍ସବ ମନାଉଛନ୍ତି ଲୋକେ । ଫ୍ୟାନ୍ସଙ୍କ ସହିତ…