Browsing Tag

rashmika mandana

ଗହଳି ଭିତରେ ‘Oops’ ମୋମେଣ୍ଟର ଶିକାର ହେଲେ “ପୁଷ୍ପା”ର ଶ୍ରୀବଲ୍ଲୀ, ଆପଣ ବି ଥରେ…

ପୁଷ୍ପା ଫିଲ୍ମରେ ଶ୍ରୀବଲ୍ଲି ଭୂମିକାରେ ଅଭିନୟ କରି ରାତାରାତି ଲୋକପ୍ରିୟତା ଅର୍ଜନ କରିଥିବା ରଶ୍ମିକା ମନ୍ଦନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସେବେ ଠାରୁ ହିଁ ଏହି ଅଭିନେତ୍ରୀ ଜଣଙ୍କର ଗୋଟିଏ ଗୋଟିଏ ପୋଷ୍ଟ ତଥା ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି ।…

ମାତ୍ର ୨୧ ବର୍ଷ ବୟସରେ ନିଜ ଠାରୁ ୧୩ ବର୍ଷ ବଡ କୋ ଆକ୍ଟରଙ୍କୁ ବିବାହ କରିବାକୁ ଚାହୁଁଥିଲେ ରଶ୍ମିକା

ରଶ୍ମିକା ମନ୍ଦନା "କର୍ଣ୍ଣାଟକ କ୍ରସ"ର ଉପନାମକୁ ନିଜ ନାଁରେ କରିଛନ୍ତି । ଏହି ନାଁଟି ରଶ୍ମିକାଙ୍କ ଫ୍ୟାନ୍ସ ମାନେ ହିଁ ତାଙ୍କୁ ଦେଇଛନ୍ତି । ଲୋକମାନେ ତାକୁ ଖୁବ ଅଧିକ ଭଲ ପାଉଥିବାରୁ ତାଙ୍କୁ ଏହି ନାଁ ଦେଇଛନ୍ତି ବୋଲି ନିଜେ ରଶ୍ମିକା ପ୍ରକାଶ କରିଛନ୍ତି । ରଶ୍ମିକାଙ୍କୁ ଏବେ ମାତ୍ର ୨୬…

ନିଜ ବିବାହକୁ ନେଇ ଏଭଳି ଉତ୍ତର ଦେଲେ ରଶ୍ମିକା, ଜାଣନ୍ତୁ କେବେ କରୁଛନ୍ତି ବିବାହ

ସାଉଥ୍ ଇଣ୍ଡିଆର ସୁପରଷ୍ଟାର ଓ ନ୍ୟାସନାଲ୍ କ୍ରସ୍ ରଶ୍ମିକା ମନ୍ଦାନା ନିଜ ଲୁକ୍ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ତାଙ୍କୁ ଭାରତର ନ୍ୟାସନାଲ୍ କ୍ରସ୍ ମଧ୍ୟ କୁହାଯାଏ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ।ଏବେ ସାଉଥର…

ପୁଷ୍ପା ଫିଲ୍ମ ଡାଇଲଗ୍‌ ରେ ରିଲ୍ସ କରି ଭାଇରାଲ ହେଲେ କିଲି ପଓଲ୍‌, ଇନଷ୍ଟାଗ୍ରାମରେ ମିଳୁଛି ଅନେକ ପ୍ରଂଶସା, ଦେଖନ୍ତୁ…

ଏବେ ଚାଲିଛି ରିଲ୍ସ ଜମାନା। ଟ୍ରେଣ୍ଡିଂ ସଙ୍ଗ ଉପରେ ଏବେ ଯୁବ ଗୋଷ୍ଠୀ ରିଲ୍ସ କରି ଭାଇରାଲ ହେବାରେ ବ୍ୟସ୍ତ। ସେ ଓଡ଼ିଆ ଗୀତ ହେଉ ଅବା ହିନ୍ଦୀ କିମ୍ବା ତେଲୁଗୁ । ଏମିତିରେ ହଲିଉଡ଼ ସଙ୍ଗର କ୍ରେଜ ବି ବେଶ ଅଧିକ ରହିଛି। ତେବେ ସେ ଯାହା ହେଉ ନା କାହିଁକି ରିଲ୍ସ କରିବାରେ ହିଁ କେବଳ ମତଲବ ଅଛି।…

ନ୍ୟାସନାଲ କ୍ରସ୍‌ ଙ୍କ ବଲିଉଡ ଏଣ୍ଟ୍ରି,ସିଦ୍ଧାର୍ଥଙ୍କ ସହିତ କାମ କରିବା ଭଲ ଏକ୍ସପେରିଏନ୍ସ ଥିଲା: ମିସନ୍‌ ମଜନୁ ଦେଶର…

ତାମିଲ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟ କଳା ଦେଖାଇ ଦର୍ଶକଙ୍କ ମନ କିଣିନେଇଛନ୍ତି ସାଉଥ୍‌ ସୁନ୍ଦରୀ ରସ୍ମିକା ମନ୍ଦାନା । ଏମିତିକି ତାଙ୍କର ପ୍ରଥମ ଫିଲ୍ମ ପରେ ସେ ରାତା ରାତି ହୋଇଯାଥିଲେ ନାସ୍ନାଲ କ୍ରସ । ନିଜର ଚୁଲବୁଲି ଅନ୍ଦାଜ ପାଇଁ ଓ ଭଲ ଅଭିନୟ ପାଇଁ ସେ ସାରା ଭାରତରେ ଫେମସ । ଏବେ ଏହି…

ନ୍ୟାସନାଲ କ୍ରସଙ୍କ ଇନଷ୍ଟାଗ୍ରାମରେ ୨୫ ମିଲିଅନ ଫଲୋୟର୍ସ, ଘରେ ପୋଷା କୁକୁର ସହିତ ଏମିତି କଲେ ସେଲିବ୍ରେସନ

ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନାଙ୍କ ସୁନ୍ଦରତା ଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁଥିରେ ମାହିର। ତାଙ୍କର ପୋଷ୍ଟ ହେଉ ଅବା ଫିଲ୍ମ କିମ୍ବା ଫଟୋଶୁଟ୍‌ ଏସବୁକୁ ଚାହିଁ ରହିଥାନ୍ତି ତାଙ୍କ ଫ୍ୟାନ୍ସ। ଗତ କିଛି ଦିନରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ବଢିଯାଇଛି।…

ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ‘ପୁଷ୍ପା ଦ ରାଇଜ’, ଖୁବଶୀଘ୍ର କାଟିବ କେଜିଏଫର ରେକର୍ଡ

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି ପୁଷ୍ପା। ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫିଲ୍ମଟି ଏପର୍ଯ୍ୟନ୍ତ ବକ୍ସ ଅଫିସରେ କେଜିଏଫ୍ ଠାରୁ ମଧ୍ୟ ଭଲ ଆୟ କରିଛି । ଆଗକୁ…

ଅଲ୍‌ଲୁ ଅୁର୍ଜନଙ୍କ ପାଇଁ ଭଏସ ଦେଲେ ଶ୍ରେୟସ ତଲପଡେ, ସେୟାର କଲେ ‘ପୁଷ୍ପା ଦ ରାଇଜ’ର ଟ୍ରେଲର

ସାଉଥ ସୁପରଷ୍ଟାର ଅଲ୍‌ଲୁ ଅର୍ଜୁନଙ୍କ ଅପକମିଂ ଫିଲ୍ମ ‘ପୁଷ୍ପା ଦ ରାଇଜ’ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମରେ ଅଲ୍‌ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଦର୍ଶକଙ୍କୁ ଏହି ଫିଲ୍ମର ଟ୍ରେଲର ବହୁତ ପସନ୍ଦ ଆସିଛି। ଟ୍ରେଲରରେ ଅଲ୍‌ଲୁ …