ବାହାଘରର ଦୁଇମାସ ପରେ ଖୁସି ଖବର ଦେଲେ ରଶ୍ମିକା, ଆମେ ୨ ରୁ ୩ ହେବୁ ଇନଷ୍ଟାଗ୍ରାମରେ ଦେଲେ ସୂଚନା
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ଗୋଟିଏ ମାସ ହୋଇଗଲାଣି । ଉଭୟେ ଫେବୃଆରୀ ୨୬ ତାରିଖରେ ଉଦୟପୁରର ଆଇଟିସି ମେମେଣ୍ଟୋସ୍ ହୋଟେଲରେ ବିବାହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ଉଭୟେ ସମସ୍ତ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗମାନଙ୍କ…