Browsing Tag

rashmirekha death

ସନ୍ତୋଷଙ୍କ ଆତ୍ମହତ୍ୟା ପରେ ମିଳିଲା ସୁଇସାଇଡ୍‌ ନୋଟ୍‌: ବାପା, ମାଆ, ଭଉଣୀ ଓ ରଶ୍ମିଙ୍କୁ ଭଲ ପାଇବା କଥା ଲେଖିଛନ୍ତି

ରାଉରକେଲା(କେନ୍ୟୁଜ୍): ସନ୍ତୋଷଙ୍କ ଆତ୍ମହତ୍ୟା ପରେ ମିଳିଲା ସୁଇସାଇଡ୍‌ ନୋଟ୍‌ । ଚିଠିରେ ଲେଖିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ନିଜ ଇଚ୍ଛା ଓ ସୁସ୍ଥ ମାନସିକତାରେ ଆତ୍ମହତ୍ୟା କରିଛନ୍ତି । କାହା ଚାପରେ ନୁହେଁ । ଏହାସହ ଚିଠିରେ ତାଙ୍କ ବାପା, ମାଆ, ଭଉଣୀ ଓ…

ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା, ରାଉରକେଲା ବାସନ୍ତୀ କଲୋନୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(କେନ୍ୟୁଜ୍): ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା। ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଉଦିତ୍‌ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଜୁନ୍‌ ୧୯ରେ ରଶ୍ମିରେଖା ଭୁବନେଶ୍ୱର…

ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ଡ୍ୟାନ୍ସ ଭିଡ଼ିଓ, ଏକ ପବ୍‌ରେ ସ୍ୟାଡ୍‌ ସଙ୍ଗ୍‌ରେ ନାଚୁଛନ୍ତି ରଶ୍ମିରେଖା

ଭୁବନେଶ୍ୱର(କେନ୍ୟୁଜ): ରହସ୍ୟ ଘେରରେ ରଶ୍ମିରେଖା ଓଝାଙ୍କ ମୃତ୍ୟୁ। ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶେଷ ଡ୍ୟାନ୍ସ ଭିଡ଼ିଓ । ଏକ ପବ୍‌ରେ ସ୍ୟାଡ୍‌ ସଙ୍ଗ୍‌ରେ ଡ୍ୟାନ୍ସ କରୁଛନ୍ତି ରଶ୍ମି । ମୃତ୍ୟୁର ଦୁଇଦିନ ପୂର୍ବରୁ ରଶ୍ମି ତାଙ୍କ ସାଙ୍ଗମାନଙ୍କ ସହ ପବ୍‌ ଯାଇଥିଲେ । ସେପଟେ…