Browsing Tag

rath yatra rituals

ବାହୁଡା ଯାତ୍ରାରେ ଜନ ସମୁଦ୍ର ବଡ଼ଦାଣ୍ଡ, ଆରମ୍ଭ ହେଲା ରଥଟଣା

ପୁରୀ(କେନ୍ୟୁଜ୍): ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି।  ତେବେ ଆଜି ନିଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡିବିଜେ ଓ ରଥଟଣା । ସୂଚନା ମୁତାବକ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି…

କଡା ସୁରକ୍ଷା ଭିତରେ ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଆଜି ଦିନ ତମାମ ରଥ ଉପରେ ଚାଲିବ ନୀତିକାନ୍ତି

ପୁରୀ (କେନ୍ୟୁଜ୍): ପୁରୀ ଶରଧାବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିର ଆଗରେ କଡା ସୁରକ୍ଷା ଭିତରେ ଅଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ରଥ ଉପରେ ଦିନ ତମାମ ନୀତିକାନ୍ତି ଚାଲିବ । ଏବେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ଶାନ୍ତିଶୃଙ୍ଖଳାରେ ସରିଛି…

ପହଣ୍ଡିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ, ରତ୍ନବେଦି ଛାଡ଼ି ଗୋଟି ପହଣ୍ଡିରେ ଆସି ରଥାରୂଢ ହେଉଛନ୍ତି…

ପୁରୀ(କେନ୍ୟୁଜ୍) : ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ। ଗୋଟି ପହଣ୍ଡିରେ…

ଆଜି ପବିତ୍ର ଘୋଷଯାତ୍ରା, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣିଥରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ପୁରୀ(କେନ୍ୟୁଜ୍) :  ଆଜି ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ଦୁଇବର୍ଷ ପରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଘୋଷଯାତ୍ରାରେ ପୁଣି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳିରେ ପୂରିଉଠିଛି ସାରା ପରିବେଶ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ।…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ଵୟ ବୈଠକ, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ…

ପୁରୀ(କେନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ରଥଯାତ୍ରା ସମନ୍ଵୟ ବୈଠକ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରଥନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥସେବା, ଖାଦ୍ୟ ଓ ଜଳଯୋଗାଣ ଏବଂ ଯୋଗାଯୋଗ…

ଆନନ୍ଦପୁର: ମନ୍ଦିର ବେଢା ଭିତରେ ସମ୍ପନ୍ନ ହେଲା ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ନୀତି

ଆନନ୍ଦପୁର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଥିବା ସର୍ବପୁରାତନ ଶ୍ରୀ ଦଧିବାମନଜୀଉଙ୍କ ରଥଯାତ୍ରା ମନ୍ଦିର ବେଢା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀକୁ ଆଖିରେ ରଖି ସୁପ୍ରିମକୋର୍ଟ ନିୟମ କରିଥିଲେ ପୁରୀ ବ୍ଯତୀତ କୌଣସି ସ୍ଥାନରେ ରଥଟଣା…