Browsing Tag

ratha jatra

ବାହୁଡ଼ିବେ ଜଗତନାଥ, ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା

ବାହୁଡ଼ିବେ ଜଗତନାଥ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନ । ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଆଜି ଭକ୍ତଙ୍କୁ ଶେଷ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ । କଡା ସୁରକ୍ଷା ମଧ୍ୟରେ…

ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେବେ ମହାପ୍ରଭୁ, ସମସ୍ତ ପ୍ରସ୍ତୁତି ଶେଷ, ଜାଣନ୍ତୁ କେତେବେଳେ ହେବ କୋରାପୁଟ ରଥଯାତ୍ରା

କୋରାପୁଟ (କେନ୍ୟୁଜ୍‌) : ଇଏ ଲୀଳାମୟ ଠାକୁର । କେଉଁଠି କେମିତି ଲୀଳାଖେଳା କରିଛନ୍ତି ତାର ହିସାବ ନାହିଁ । ସେହିଭଳି କୋରାପୁଟ ଶାବର ଶ୍ରୀକ୍ଷେତ୍ରକୁ ପବିତ୍ର କରିଛନ୍ତି ମହାବାହୁ । ଏଠି ମଧ୍ୟ ହେଉଛି ଶ୍ରୀକ୍ଷେତ୍ର ପୁରୀ ଭଳି ରଥଯାତ୍ରା । ରଥ ଓ ପଥ ସମସ୍ତେ ପ୍ରସ୍ତୁତ ସ୍ୱାଗତ କରିବା ପାଇଁ…

୨ ବର୍ଷ ପରେ ଭକ୍ତ ଗହଣରେ ହେବ ରଥଯାତ୍ରା : ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( କେନ୍ୟୁଜ): ଦୁଇ ବର୍ଷ ପରେ ଏଥର ଶ୍ରଦ୍ଧାଳୁଙ୍କ ଗହଣରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ…

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି: ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଶ୍ରୀ ସୁଦର୍ଶନ

ପୁରୀ(କେନ୍ଯୁଜ୍): ଦୀର୍ଘ ସମୟର ଅପେକ୍ଷା ପରେ ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଶ୍ରୀ ସୁଦର୍ଶନ। ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହୋଇଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା…

ଭୁବନେଶ୍ୱର : ଘର ଭିତରେ ରଥ ଯାତ୍ରା, କୁନି ରଥରେ ବସିଛନ୍ତି ବଡ଼ ଠାକୁର

ଘର ଭିତରେ ରଥଯାତ୍ରା । କଥାଟା ଶୁଣିବାକୁ ହୁଏତ ଟିକିଏ ଖଟକା ଲାଗୁଥିବ । ହେଲେ ଏହା ସତ । ଜଣେ ୨୨ ବର୍ଷୀୟ ଯୁବକ ନିଜ ଘରେ ରଥଯାତ୍ରା କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ । ଯୁବକ ଜଣଙ୍କ ହେଲେ ସ୍ୱସ୍ତିକ ବରାଳ । ନିଜ ହାତରେ କାଠରେ ୩ଟି ରଥ ତିଆରି…

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ କିସ୍ ଶ୍ରୀବାଣୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଆୟୋଜନ

ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି କିସ୍‌ ଶ୍ରୀବାଣୀକ୍ଷେତ୍ର । ମଙ୍ଗଳବାର ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ରୂପ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଗୁରୁବାର ରଥଯାତ୍ରା ପାଇଁ…

ଫୁଲୁରୀ ତେଲ ପରେ ଆଜିଠାରୁ ମହାପ୍ରଭୁଙ୍କୁ ଓଷ ଲାଗି

ପୁରୀ(କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବା ପରେ ଆଜିଠାରୁ ଓଷ ଲାଗି ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷଲାଗି କରାଯିବ । ଝୁଣା ଓ ତେଲରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପଦାର୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…

କାହିଁକି କାଳିଆ ଆସେ ବଡ଼ଦାଣ୍ଡକୁ

ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ । ଭକ୍ତ ସାଲବେଗଙ୍କ ଏଇ କେଇ ପଦ ଗୀତରେ ତାଙ୍କୁ ଜାଣିହୁଏ । ସିଏ ଭାବର ଠାକୁର । ସିଏ ଭକ୍ତର ଈଶ୍ୱର । କୁହାଯାଏ ତାଙ୍କୁ ଯିଏ ଆରାଧନା କରେ ସେ ତା ପାଖକୁ ଚାଲି ଆସନ୍ତି । ସେଇଥି ଲାଗି ତ ସେ ଜଗତର ନାଥ ଜଗନ୍ନାଥ । ଆସୁଛି ତାଙ୍କର…