Browsing Tag

ratha katha

ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ, ପ୍ରଥମ ଥର ପାଇଁ ସୋନପୁରରୁ ଆସିବ ୫ଟି ଫାସୀ ଗଛ

ସୁବର୍ଣ୍ଣପୁର : ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ ।  ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରରୁ ଆସିବ ରଥ କାଠ  l  ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଛି  l  ଗାଁରେ ଥିବା ମିଶ୍ର ପରିବାରଙ୍କ ବାଡ଼ିପଟେ ଥିବା…

ଆଜି ରଥକାଠ ଚିରଟ କାର୍ଯ୍ୟର ଅନୁକୁଳ: ଶ୍ରୀମନ୍ଦିରରୁ ଅଜ୍ଞାମାଳ, ମହାପ୍ରସାଦ ଲାଗି ପରେ ହେବ ଆରମ୍ଭ

ପୁରୀ : ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ ମହାପ୍ରସାଦ ନେଇ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ । କଟକ ଖପୁରିଆ ସ୍ଥିତ କରତକଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ…

ଗଞ୍ଜାମରୁ ପୁରୀକୁ ଗଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ପୂଜାର୍ଚ୍ଚନା ପରେ ଆସିଲା ୩୬ ଖଣ୍ଡ କାଠ

ଭଞ୍ଜନଗର : ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମରୁ ପୁରୀକୁ ଗଲା ରଥକାଠ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀକୁ ୩୬ ଖଣ୍ଡ ରଥକାଠ ପଠାଗଲା । ବାଇବାଲି ଜଙ୍ଗଲରୁ ରଥଖଳାକୁ ଯାଇଛି ଢଉରା କାଠ । ବନ କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ କାଠ ପଠାଯାଇଛି…

ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ, ଗଞ୍ଜାମ ବନଖଣ୍ଡରୁ ପୁରୀ ଗଲା କାଠ

ଗଞ୍ଜାମ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀକୁ ଗଲା କାଠ।  ଉତ୍ତର ଘୁମୁସର ବନଖଣ୍ଡର ଘୋଗଡ ଜଙ୍ଗଲରୁ ୪ ବର୍ଷ ଧରି କାଠ ପୁରୀକୁ ଯାଉଛି । ଚଳିତବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଯାଇଛି ୨୩ ଖଣ୍ଡ ରଥକାଠ । ଟ୍ରଲର…

ଆସିଲା ଆଜ୍ଞାମାଳ, ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ

ପୁରୀ : ଆସିଲା ଆଜ୍ଞାମାଳ, ଆଜିଠୁ ରଥ ନିର୍ମାଣ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଧି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି। ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ । ୩ ଖଣ୍ଡ ଧଉରା କାଠର…

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ, ୭ ହଜାର ଘନ ଫୁଟ କାଠ ଚିରା ହେବ

କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ମୁଖ୍ଯ ମହାରଣା, ମନ୍ଦିର ଅଧିକାରୀ ଓ ଅନ୍ଯ…

ଆଜି ରଥଯାତ୍ରା ପାଇଁ ରଥକାଠ ହେବ ଅନୁକୂଳ, ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।  ଏହି ପବିତ୍ର ତିଥିରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ ।  ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ ।  ପରମ୍ପରା ମୁତାବକ…

ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ, ଆସନ୍ତାକାଲି ଠାରୁ କଟାଯିବ ରଥ କାଠ

ନୟାଗଡ : ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳକୁ ଗ୍ରହଣ କଲେ ନୟାଗଡ DFO। ଆସନ୍ତାକାଲି ଗଣିଆ ନିକଟସ୍ଥ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ହେବ। ଆସନ୍ତା କାଲିଠାରୁ କଟାଯିବ ରଥ କାଠ। ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ଦରକାର। ଚଳିତ ବର୍ଷ ନୟାଗଡ…

ରାମନବମୀରେ ମହାପ୍ରଭୁଙ୍କ ରଥ କାଠ ଚିରଟ ଅନୁକୂଳ, ଖପୁରିଆ ସରକାରୀ ସ’ମିଲରେ କାର୍ଯ୍ୟ ଆରମ୍ଭ

କଟକ(କେନ୍ୟୁଜ୍):ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ ଅନୁକୂଳ ହୋଇଛି। କଟକ ଖପୁରିଆ ସ୍ଥିତ ସରକାରୀ ସ’ମିଲ ରେ ଏହି ରଥ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ୧୨ଫୁଟ ଲମ୍ବ ବିଶିଷ୍ଟ ତିନିଖଣ୍ଡ ଧଉରା କାଠ ଚିରଟ କରାଯାଇଛି। ଚିରଟ ସମୟରେ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୁଳ, ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ

ପୁରୀ (କେନ୍ୟୁଜ): ରଥ ନିର୍ମାଣ ଅନୁକୂଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁ୍‌ଖରୁ ଆଜ୍ଞାମାଳ ବିଜେ ହୋଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ହେବ ଶୁଭ ଅନୁକୂଳ। ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯାଉଛି…

ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୩ ରଥ ନିର୍ମାଣର ଶୁଭ ଅନୁକୂଳ କରାଯିବ। ଦୀର୍ଘ ୨ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ…

ରାମନବମୀରେ ରଥକାଠ ଚିରଟର ଶୁଭାରମ୍ଭ, ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ହେବ ଚିରଟ କାମ

ପୁରୀ(କେନ୍ୟୁଜ୍):  ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ତିନି ରଥ କାଠ ଚିରଟ ପ୍ରକ୍ରିୟା ପରମ୍ପରାକ୍ରମେ ରାମ ନବମୀ ତିଥିରେ ଆଜି ଆରମ୍ଭ ହେବ। କଟକ ଖପୁରିଆ ସରକାରୀ କରତ କଳରେ ଏହି କାଠ ଚିରଟ କରାଯିବ। ସେଥିପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ଚିରଟ କାମ ଆରମ୍ଭ…