Browsing Tag

ratha preparation

ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ(କେନ୍ୟୁଜ୍):  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେ । ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତିର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଚଳିତ ବର୍ଷ କରୋନାର…

ସ୍ନାନଯାତ୍ରା ପରି ଶୃଙ୍ଖଳିତ ହେବ ରଥଯାତ୍ରା, ପୋଲିସ ପ୍ରଶାସନ ପକ୍ଷରୁ ବୈଠକରେ ସବୁ ଦିଗକୁ ନେଇ ସମୀକ୍ଷା

ପୁରୀ(କେନ୍ୟୁଜ୍):ସ୍ନାନଯାତ୍ରା ପରି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବୈଠକରେ ଆଲୋଚନା ହୋଇଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯିବ । ସମନ୍ଵିତ ନିୟନ୍ତ୍ରଣ ରୁମ କାର୍ଯ୍ୟ…

ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦୁଝର ବ଼ଡ଼ଦାଣ୍ଡ

କେନ୍ଦୁଝର(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦୁଝର ବ଼ଡ଼ଦାଣ୍ଡ। ଭଗବାନଙ୍କୁ ରଥରେ ଦେଖିବାକୁ ସମସ୍ତଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା। ରଥଯାତ୍ରା ଆସିଲେ କେନ୍ଦୁଝର ପୁରୁଣାବଜାର ବାସିନ୍ଦାଙ୍କ ମଧ୍ୟରେ ଖେଳିଯାଏ ଆନନ୍ଦ। ଗହଳିଚହଳିରେ ଫାଟି ପଡ଼େ ବଡ଼ଦାଣ୍ଡ। ଆସନ୍ତାକାଲିର ରଥଯାତ୍ରାକୁ…

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩…

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ସରିଛି। ଆଜି ଦିନ ୧୧ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏ ଟଣାଯିବ । ଗୋପାଳବଲ୍ଲଭ ଭୋଗପରେ ୩ ରଥକୁ ଆଜ୍ଞାମାଳ ବିଜେ କରାଯିବ। ଏହାପରେ…

ପୁରୀ: ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ ବ୍ରେକ୍ ନିର୍ମାଣ

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏପଟେ ଝାରସୁଗୁ଼ଡାରେ ତିଆରି ହେଉଛି ରଥର ବ୍ରେକ୍। ପୂର୍ବରୁ ରଥ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ୨୦୦୮ ମସିହାରୁ ବ୍ରଜରାଜନଗରର ଇଞ୍ଜିନିୟର ଅଶ୍ୱିନୀ ମିଶ୍ର ଓ…

ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା ସହର। ନିର୍ମାଣ ସରିଛି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ। ବିଧି ଅନୁଯାୟୀ ଜ୍ୟେଷ୍ଠ ଶୁକ୍ଲ ତୃତୀୟ ତିଥିରୁ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ରଥ ନିର୍ମାଣ ଶେଷ ହୋଇଥାଏ।

ଚଳିତ ବର୍ଷ ରଥଯାତ୍ରାରେ ନୂଆ ଝଲକ, ଫୁଲ ସଜା ଦାୟିତ୍ବ ନେବେ ମନ୍ଦିର ପ୍ରଶାସନ ବଦଳରେ ଦିଲ୍ଲୀ ଭକ୍ତ

ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଚଳିତ ବର୍ଷ ଏହି ଫୁଲ ସଜା ଦାୟିତ୍ବ ମନ୍ଦିର ପ୍ରଶାସନ କରିବ ନାହିଁ ବରଂ ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଆଜି ହେବ ଚକଡେରା

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ମହାରଣା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି। ଆଜି ଚକଡେରା ହେବ। ତିନି ରଥର ୪୨ଟି ଚକ ତିଆରି ସରିଛି। ନନ୍ଦିଘୋଷର ୧୬ଟି ତାଳଧ୍ୱଜର ୧୪ଟି ଓ ଦର୍ପଦଳନର ୧୨ଟି ଚକ ରହିଛି।…

ଆଜି ଠାରୁ ରଥନିର୍ମାଣ ପାଇଁ ହେବ କାଠ ଅନୁକୂଳ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆସନ୍ତା ରଥଯାତ୍ରା ପାଇଁ ରଥକାଠ ପୂଜା ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ରଥଖଳାରେ ୩ଟି ରଥକାଠ ରଖାଯାଇ ରଥକାଠ ସଂଗ୍ରହର ଶୁଭ ଅନୁକୂଳ କରାଯିବ । ଏଥିପାଇଁ ଗତ ୪ ତାରିଖରେ ନୟାଗଡ଼…