ଆଜି ପୁରୀରେ ବସିଛି ରଥଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି…
ପୁରୀ(କେନ୍ୟୁଜ୍) : ରଥଯାତ୍ରା ପୂର୍ବରୁ ପୁରୀରେ ଶେଷ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ ୩ଟି ସମୀକ୍ଷା ବୈଠକରେ ରଥଯାତ୍ରା ସଂପର୍କରେ ନିଆଯାଇଥିବା ନିଷ୍ପତ୍ତି କେତେ…