ratha yatra

ଶୃଙ୍ଖଳିତ ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ଜୁଲାଇ ୫ ପୂର୍ବରୁ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ଯୁଜ୍): ଜୁଲାଇ ୧୨ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା କିଭଳି…

3 years ago

ରଥଯାତ୍ରା ପାଇଁ ବାହାର ଲୋକଙ୍କୁ ପୁରୀ ମନା, ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୨ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଏବଂ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଘୋଷଯାତ୍ରା…

3 years ago

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ…

3 years ago

ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା। ପୁରୀରେ ରଥଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ରୁଜୁ ହୋଇଥିବା ଏକାଧିକ…

3 years ago

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କୋଭିଡ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥଯାତ୍ରାରେ ସାମିଲ ସମସ୍ତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ।…

3 years ago

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ: ଜୁଲାଇ ୧୨ରେ ରଥଯାତ୍ରା, ଜୁନ୍‌ ୨୪ରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ଆସନ୍ତା ଜୁଲାଇ ୧୨ରେ ବିଶ୍ୱପ୍ରିସଦ୍ଧ ରଥଯାତ୍ରା । ଜୁନ୍‌ ୨୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବ । ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ହରିଶୟନ ଏକାଦଶୀ…

3 years ago

ଆଜ୍ଞା ମାଳ ପୂଜା ହେବାପରେ ଫେରିଛନ୍ତି ମନ୍ଦିର ପ୍ରଶାସକ ଓ ଟିମ୍: ପରେ ନୟାଗଡ, ବୌଦ୍ଧ ଜିଲ୍ଲାର ବିଭିନ୍ନ ବନଖଣ୍ଡରୁ ଗଛ କଟାଯାଇ ପଠାଯିବ ପୁରୀ

ନୟାଗଡ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା କାଠ ପାଇଁ ନୟାଗଡରେ ପହଞ୍ଚିଛି ମା’ ବିମଳାଙ୍କ ଆଜ୍ଞା ମାଳ । ମା ବଡରାଉଳିଙ୍କ ପାଖରେ ପୂଜା ପରେ ପୁରୀରୁ ଆସିଥିବା…

3 years ago

ଆଜି ନିଳାଦ୍ରୀବିଜେ, ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି; ଆଜି ରାତିରୁ ଆଉ ଟିଭିରେ ବି ଦେଖି ପାରିବା ନାହିଁ କଳା ଶ୍ରୀମୁଖକୁ

ପୁରୀ: ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ। ଘୋଷଯାତ୍ରାର ଅନ୍ତିମ ପର୍ବ । ଏହି ଅବସରରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁ ନବଦିନାତ୍ମକ ଯାତ୍ରା…

4 years ago

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଦେବାଦେବୀଙ୍କ ସମେତ ଚଣ୍ଡୀ, ଚାମୁଣ୍ଡାଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ ଏହି ପଣା

ପୁରୀ: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସଂପନ୍ନ ହେବ । ପ୍ରତ୍ୟେକ ରଥରେ ୩ଟି ଲେଖାଏଁ…

4 years ago

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ…

4 years ago

ନବ ଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ

ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା ।  ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ ଏହାରି ଭିତରେ…

4 years ago

ବାହୁଡା ନେଇ ପ୍ରସ୍ତୁତି ଆରମ୍ଭ, ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ବାହୁଡିବେ ମହାପ୍ରଭୁ। ଏନେଇ ଶ୍ରୀମନ୍ଦିର ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ୩ରଥର ଦକ୍ଷିଣ…

4 years ago