Browsing Tag

rathayatra

ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା, ମହାରଣାଠାରୁ ମୂର୍ତ୍ତିକାର ଯାଏଁ ସମସ୍ତେ କାର୍ଯ୍ୟରେ…

ମୟୂରଭଞ୍ଜ: ରଥ ଯାତ୍ରାକୁ ଆଉ ମାତ୍ର ବାକି ଅଛି ହାତ ଗଣତି ଦିନ କେଇଟା। କରୋନା ଯୋଗୁ ଦୁଇ ବର୍ଷ ହେଲାଣି ଭକ୍ତମାନେ କାଳିଆକୁ ରଥରେ ସିଧାସଳଖ ଦେଖିପାରିନାହାନ୍ତି। ଏଣୁ ଏଥରକ ରଥ ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଓ ଆଗ୍ରହ। କାଳିଆ ପାଇଁ ସବୁଠି ଏବେ ଆଧ୍ୟାତ୍ମିକ ପରିବେଶ। କରୋନା…

ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଦର୍ଶନ ପାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ଦୀର୍ଘ ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ…

ବାଙ୍ଗାଲୁରୁର ଆଗ୍ରା ମନ୍ଦିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା

 ବାଙ୍ଗାଲୁରୁ: ଭଲ କଥା ଓଡିଶା ବାହାରେ ରହିଲୁ ବୋଲି କଣ ଓଡିଶାକୁ ଭୁଲିଯିବୁ । ଭୁଲିଯିବୁ ଆମ କାଳିଆ ସାଆନ୍ତକୁ । ଭିଟା ମାଟିରୁ ଯେତେ ଦୂରରେ ରହିଲେ ମଧ୍ୟ ଆମ ରକ୍ତ ପରା ଓଡ଼ିଆ । ଆମ ଭାବ ପରା ଓଡିଆ । ସେହି ପଖାଳ କଂସା ଆଉ ସେହି ଚକା ଆଖି ପରା ଆମ ପରିଚୟ | ଆମ ପ୍ରତିଟି ପ୍ରାଣରେ ସେହି…

ଏ ବର୍ଷ ବି ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା

ପୁରୀ (କେନ୍ୟୁଜ) : ଆଉ ମାସେ ରହିଲା ଘୋଷଯାତ୍ରା, କିନ୍ତୁ ତାପୂର୍ବରୁ ପୁରୀ ରଥଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଅର୍ଥାତ ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥଯାତ୍ରା। ଏନେଇ ସ୍ୱତନ୍ତ୍ର ରିଲିଫ…

ଆଜିଠୁ ୨୦୨୧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ରଥକାଠ ଚିହ୍ନଟ ପୂର୍ବରୁ ଆସନ୍ତାକାଲି ଦଶପଲ୍ଲା ବଡରାଉଳ ଠାକୁରାଣୀ…

ପୁରୀ (କେନ୍ୟୁଜ୍):  ଆଜିଠୁ ୨୦୨୧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ନୟାଗଡ ଦଶପଲା ରେଞ୍ଜ ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ…

ଶୃଙ୍ଖଳାର ସହ ରଥଯାତ୍ରା ଶେଷ ହୋଇଥିବାରୁ ସେବାୟତ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ) : ପ୍ରତିବର୍ଷ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଆନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ଏଥର କିନ୍ତୁ ନିଜେ ଅଫିସରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ଵିଟ୍‌ କରି କହିଛନ୍ତି, ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଇଛି ।…

ମିଳିଲାନି ଅନୁମତି, ଅହମ୍ମଦାବାଦରେ ମନ୍ଦିର ଭିତରେ ଗଡ଼ିବ ଜଗା ରଥ

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଏହି ଦିନ ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୁଏ ଘୋଷଯାତ୍ରା। କିନ୍ତୁ ଚଳିତବର୍ଷ କରୋନା ପାଇଁ ପୁରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ମିଳିନାହିଁ। ଏଣୁ ଅହମ୍ମଦାବାଦରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଜି…

ଏହି ୧୧ଟି ସର୍ତ୍ତରେ ହେବ ରଥଯାତ୍ରା : ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବଡ଼ଦାଣ୍ଡରେ ଗଡ଼ିବ ରଥ। କରୋନା ମହମାରୀ ଭିତରେ ସର୍ତ୍ତମୂଳକ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ଵୟରେ ଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ରଥଯାତ୍ରା ପାଇଁ…

ରଥଯାତ୍ରା ଦାୟିତ୍ବରେ ୩ ମନ୍ତ୍ରୀ, ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀର ରହି କରିବେ ତଦାରଖ

କେନ୍ୟୁଜ୍ (ବ୍ୟୁରୋ): ରଥଯାତ୍ରା ପାଇଁ ତିନି ମନ୍ତ୍ରୀଙ୍କୁ ଦାୟିତ୍ୱ । ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟ ଯୋଜନା ବୋର୍ଡ…

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାର ବିଜୟ ହୋଇଛି, ରଥଯାତ୍ରାକୁ ନେଇ ଜାଣନ୍ତୁ କିଏ କଣ କହିଲେ

କେନ୍ୟୁଜ୍ (ବ୍ୟୁରୋ): ରଥଯାତ୍ରାକୁ ସୁପ୍ରିମକୋର୍ଟ ଗ୍ରୀନସିଗନାଲ ଦେବା ପରେ କୋଟି କୋଟି ଭକ୍ତଙ୍କ ମନରେ ଖୁସିର  ଲହରୀ ଖେଳିଯାଇଛି। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ରାୟକୁ ନେଇ ଗଜପତି ଓ  ଅନେକ  ରାଜନେତା ନିଜର ଖୁସି…

ପୁରୀ: ଲକଡାଉନ କଟକଣା ଯୋଗୁଁ ଆରମ୍ଭ ହୋଇପାରୁନାହିଁ ରଥନିର୍ମାଣ କାମ

ପୁରୀ: ଅକ୍ଷୟ ତୃତୀୟାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ରଥକାଠ ଅନୁକୂଳ ହୋଇଥିଲା । ବିଧି ଅନୁଯାୟୀ ରଥକାଠ ଅନୁକୂଳ ହୋଇଥିଲେ ମଧ୍ୟ ରଥଖଳାରେ ଏପର୍ଯ୍ୟନ୍ତ ରଥ ନିର୍ମାଣ କାମ ହୋଇନାହିଁ । ୮ଟି ପର୍ଯ୍ୟାୟରେ ରଥକାଠ ପହଞ୍ଚି ସାରିଛଇ । କିନ୍ତୁ ଲକଡାଉନ କଟକଣା ଯୋଗୁ…

ପବିତ୍ର ଶ୍ରୀରାମ ନବମୀ ତିଥିରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠର ଚିରଟ ଶୁଭ ଅନୁକୂଳ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଶୁଭ ଅନୁକୁଳ ହେଲା । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମାହାର୍ଦ୍ଦ ନେଇ ଏକ ୩ ଜଣିଆ ଟିମ କଟକ ଯାଇଛନ୍ତି । କଟକ ଖପୁରିଆ ସ୍ଥିତ ଏକ ମିଲରେ ଆଜି ରଥକାଠ ଚିରଟ କାର୍ଯ୍ୟ ଅନୁକୁଳ ହୋଇଛି ।…