ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ରତିକାନ୍ତ ବେହେରା ଆହତ
ଉଦଳା : ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଆହତ । ମୟୂରଭଞ୍ଜ ଉଦଳା ଅଞ୍ଚଳର ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକରୁ କାର ଯୋଗେ ଫେରୁଥିବା ବେଳେ ନାୟକ ବନ୍ଦର ଠାରେ…