Browsing Tag

ration card

ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ବାଦ୍‌ ପଡିଥିବା ଶ୍ରମିକ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ଖୁସି ଖବର। ହିତାଧିକାରୀଙ୍କ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…

ଅକ୍ଟୋବରରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ

ଭୁବନେଶ୍ୱର: ଅକ୍ଟୋବରରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ରାଜ୍ୟକୁ ଅଧିକ ଗହମ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । କେନ୍ଦ୍ର ଅଧିକ ଗହମ ଦେବାକୁ ରାଜି ଥିବା ଚିଠି ଆସିଛି । ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଭିନ୍ନ ରାଜ୍ୟରେ…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ ନୂଆ ରାସନ କାର୍ଡ

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ ।  ସେପ୍ଟେମ୍ବର ସୁଦ୍ଧା ରାଜ୍ଯରେ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ ନୂଆ ରାସନ କାର୍ଡ ।  ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆକରି ରାସନ୍ କାର୍ଡ ପାଇବାକୁ ୧୦ ଲକ୍ଷ ଲୋକ ଆବେଦନ କଲେଣି । …

ପୁଣି ଥରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ।  ଶନିବାର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ…

ଖୁବ ଶୀଘ୍ର ରାଜ୍ୟର ୬ ଲକ୍ଷରୁ ଅଧିକ ପରିବାରକୁ ମିଳିବ ରାସନକାର୍ଡ, ଅଯୋଗ୍ୟଙ୍କ ନାଁ କଟିବ: ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮ ଶହ ୩୬ ପରିବାର ରାସନ୍ କାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ୧୦୧୭ ପରିବାର ଏଥିରେ ଅଛନ୍ତି । ୬ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି ।  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ…

ଡିଲର ପଏଣ୍ଟ ଆଗରେ ହୋ ହାଲ୍ଲା କଲେ ହିତାଧିକାରୀ, ରାସନ ସାମଗ୍ରୀ ଓଜନରେ ହେଉଛି ହେରଫେର

ବାସୁଦେବପୁର: ରାସନ ସାମଗ୍ରୀ ବଣ୍ଟନ ହେଉଥିବା ବେଳେ ତାତିଲେ ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ୧୩ ନମ୍ବର ୱାର୍ଡରେ ଓଜନରେ ହେରଫେର ଅଭିଯୋଗ କରି ଡିଲର ପଏଣ୍ଟ ଆଗରେ ହୋ ହାଲ୍ଲା କଲେ ହିତାଧିକାରୀ । ଦାୟିତ୍ୱରେ ଥିବା ଡିଲର ଓଜନରେ ହେରଫେର କରୁଥିବା ଅଭିଯୋଗ କରି…

ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର, ଧରାପଡିବା ପରେ ସତ ମାନିଲେ

ଜଳେଶ୍ୱର (କେନ୍ୟୁଜ୍‌): ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ…

ଆପଣଙ୍କ ପାଖରେ ରାସନ୍‌ କାର୍ଡ ଅଛି କି, ତାହେଲେ ଜାଣନ୍ତୁ ମୋଦି ସରକାରଙ୍କ ଏହି ବଡ ନିଷ୍ପତ୍ତି

କେନ୍ଦ୍ର ସରକାର ଏକ ବଡ଼ ଖୁସି ଖବର ଦେଇଛନ୍ତି। ଯଦି ଆପଣ ଜଣେ ରାସନ କାର୍ଡଧାରୀଙ୍କ ପାଇଁ ଉପଯୋଗୀ ଖବର । ଏହା କୁହାଯାଇପାରେ ଯେ ଏଥିରୁ ଅନେକ ଲୋକ ଉପକୃତ ହେବେ। ତେବେ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ଏବଂ କିଏ ଉପକୃତ ହେବେ ଆସନ୍ତୁ ଆଉ ଡେରି ନକରି ଜାଣିବା । ମୋଦି ସରକାର ଏକ ବଡ…

ରାସନ ସାମଗ୍ରୀକୁ ହଡ଼ପ କରିନେଲେ ରିଟେଲର ବାବୁ

ଲୋକଙ୍କ ରାସନ ସାମଗ୍ରୀକୁ ହଡପ କରିନେଲେ ରିଟେଲର ବାବୁ। ଖାଉଟିଆଙ୍କ ପାଇଁ ସରକାର ଯୋଗାଉଥିବା ଖାଦ୍ୟ ସାମଗ୍ରୀକୁ ନିଜ ହିସାବରେ ଅଧା କରି ଦେଉଥିଲେ । ପରେ ଦିଆଯିବ କହି ଲୋକଙ୍କୁ ଠକି ଚାଲୁଥିଲେ । ଲୋଭ ତାଙ୍କୁ ଏମିତି ବାୟା କଲା ଯେ ଥରେ ଭାବିଲେନି ଏହାର ପରିଣାମ କଣ ହେବ । ଏମିତି କାମ ଚୋରି…

ସରକାର ଏହି ମାସରେ ବାଣ୍ଟିବେ ଦୁଇ ଥର ରାସନ, ଆପଣ ବି ହୋଇଯାନ୍ତୁ ଖୁସି

ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ସରକାର ଏହି ମାସରେ ଅର୍ଥାତ ମେ ମାସରେ ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଶସ୍ତା ଗଳି ଦୋକାନରୁ ଦୁଇଟି ଭିନ୍ନ ତାରିଖରେ ଏହି ରାସନ ବଣ୍ଟନ କରାଯିବ । ହରିୟାଣା ସରକାରଙ୍କ…

Ration Cardholderଙ୍କୁ ଜାରି ହେଲା ଗାଇଡଲାଇନ୍, ଏବେ ନେଇପାରିବେନି ମାଗଣା ରାସନ

ରାସନ କାର୍ଡହୋଲଡରମାନଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । ଯଦି ଆପଣ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣ ଏହି ରାସନର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । କିଛି ସମୟ ପାଇଁ, ରାସନ ଡିପୋ ଅପରେଟରଙ୍କ ମନମୁଖୀ ଖବର ସାମ୍ନାକୁ ଆସୁଛି, ଯାହା ପରେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି…

ସରକାର ଆଣିଲେ ନୂଆ ନିୟମ, ଏହି ସବୁ କାରଣରୁ ଲୋକଙ୍କର ରାସନ କାର୍ଡ ହୋଇଯିବ ରଦ୍ଦ

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି କାର୍ଡରେ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇଦିଆଯାଏ। ତେବେ ଏହି ସୁବିଧା କେବଳ ଗରିବ ଶ୍ରେଣୀ ର ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ…