Browsing Tag

ration card holders

ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର, ଧରାପଡିବା ପରେ ସତ ମାନିଲେ

ଜଳେଶ୍ୱର (କେନ୍ୟୁଜ୍‌): ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ…

ସରକାର ଏହି ମାସରେ ବାଣ୍ଟିବେ ଦୁଇ ଥର ରାସନ, ଆପଣ ବି ହୋଇଯାନ୍ତୁ ଖୁସି

ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ସରକାର ଏହି ମାସରେ ଅର୍ଥାତ ମେ ମାସରେ ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଶସ୍ତା ଗଳି ଦୋକାନରୁ ଦୁଇଟି ଭିନ୍ନ ତାରିଖରେ ଏହି ରାସନ ବଣ୍ଟନ କରାଯିବ । ହରିୟାଣା ସରକାରଙ୍କ…

ମାଗଣା ରାସନ ନେଉଥିବା ଲୋକଙ୍କୁ ମିଳିବନି ଚାଉଳ-ଗହମ ! ଆସନ୍ତା ୧ ତାରିଖରୁ ପଡିବ ମହଙ୍ଗା

ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାଗଣା ରାସନ ଯୋଜନାର ଫାଇଦା ଉଠାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ କାମରେ ନିଶ୍ଚୟ ଆସିବ । ରାସନ ଯୋଜନାର ଫାଇଦା ଉଠାଉଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଖବର ଏବେ ଜାଣିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ…

ମାଗଣା ରାସନ ନେଉଥିବା ଲୋକ ଭୁଲରେ କରନ୍ତୁନି ଏହି ଭୁଲ୍‌, ନଚେତ ସମସ୍ୟାରେ ପଡିଯିବେ ପରିବାର

ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ତାହେଲେ ଏହି ଖବର ଖାସ କରି ଆପଣଙ୍କ ପାଇଁ । କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ଫ୍ରି ରାସନ ଦେବାର ଯୋଜନା ଆରମ୍ଭ କରିଥିଲେ । ଏବେ ଏହି ଯୋଜନାକୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରଖିବାର ଘୋଷଣା ସରକାରଙ୍କ ତରଫରୁ କରାଯାଇଛି । ସରକାର…

ନୂଆବର୍ଷରେ ରାସନ କାର୍ଡକୁ ନେଇ ସରକାର ବଦଳାଇଲେ ନିୟମ, କୋଟି କୋଟି ଲାଭାର୍ଥୀଙ୍କ ଉପରେ ପଡ଼ିବ ପ୍ରଭାବ

ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ବନାଇଛନ୍ତି ସରକାର। ବହୁତ ଗୁଡିଏ ଯୋଜନା ଗରିବଙ୍କ ହିତରେ କାର୍ଯ୍ୟକାରୀ ହେଉଛି। ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହିତ କମ୍ ମୂଲ୍ୟ ବା ମାଗଣାରେ ରାସନ ବି ଯୋଗାଉଛନ୍ତି ସରକାର । ସେଥିରେ ରାସନ କାର୍ଡ ମଧ୍ୟ ସାମିଲ ରହିଛି । ରାସନ…

ସରକାର ଦେଲେ ବଡ଼ ଝଟ୍‌କା; ରଦ୍ଦ ହେବ ଲକ୍ଷ ଲକ୍ଷ ଲୋକଙ୍କ ରାସନ କାର୍ଡ! ପ୍ରସ୍ତୁତ ହୋଇସାରିଛି ତାଲିକା

ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ବି ଜଣେ ହିତାଧିକାରୀ, ତା’ ହେଲେ ବହୁତ ଜଲ୍‌ଦି ଆପଣଙ୍କ କାର୍ଡ ବି ରଦ୍ଦ ହୋଇ ଯାଇପାରେ। କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କର ରାସନ କାର୍ଡକୁ କ୍ୟାନ୍ସଲ କରି ଦିଆଯିବ। ଏଣିକି ଦେଶର…

ଏହି ପରିସ୍ଥିତିରେ ଆପଣଙ୍କ ରାସନ କାର୍ଡ ହୋଇଯିବ ରଦ୍ଧ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି। ସରକାରଙ୍କ ତରଫରୁ ଅପାତ୍ର ରାସନ କାର୍ଡ ଧାରକଙ୍କଠୁ କାର୍ଡ ପୁନଃ ସରେଣ୍ଡର କରିବା ପାଇଁ ଅପିଲ କରାଯାଇଛି। କାର୍ଡ ସରେଣ୍ଡର କରିନଥିବା ଲୋକ ଯଦି ସରକାରଙ୍କ…

ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ…

ଭୁବନେଶ୍ବର(କେନ୍ଯୁଜ୍): ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ସହାୟତା। ଏଥିପାଇଁ ରାଜ୍ୟ ସରକାର ୩୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫଳରେ…

ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା ! ୨.୫ କୋଟି ଲୋକ ଉଠାଇବେ ଫାଇଦା, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଘୋଷଣା

ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା। ଏହି ସ୍କିମର ଫାଇଦା ୨.୫ କୋଟି ଲୋକଙ୍କୁ ମିଳିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ତାମିଲନାଡ଼ୁ ରାଜ୍ୟ ସରକାର। ତେବେ ସରକାର ଏହି ନିଷ୍ପତ୍ତି ପୋଙ୍ଗଲ ପର୍ବକୁ ନଜରରେ ରଖି ହିତାଧିକାରୀଙ୍କୁ ଭେଟି ଦେଇଛନ୍ତି। ଏହି ପ୍ରୋତ୍ସାହନ ରାଶି ୪ ଜାନୁଆରୀରୁ…

ବିନା ଫିଙ୍ଗର ପ୍ରିଣ୍ଟରେ ହିତାଧିକାରୀଙ୍କୁ ମିଳିବ ପିଡିଏସ୍‌ ସାମଗ୍ରୀ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭିବନେଶ୍ବର: ରାସନ କାର୍ଡଧାରୀଙ୍କୁ ଫିଙ୍ଗର ପ୍ରିଣ୍ଟ ମନା । କୋଭିଡ କଟକଣା ଯୋଗୁ ହିତାଧିକାରୀ ଫିଙ୍ଗର ପ୍ରିଣ୍ଟ ଦେବେନି । ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କୁ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯିବ । ଆଗୀମ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଟ୍ଵିଟ କରି ଏହି ସୂଚନା…