Browsing Tag

ratna bhandar key

ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ

ପୁରୀ:ଖୋଲିବ କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଭାସ ମିଳିଛି। ଭିତର ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ପରିଚାଳନା କମିଟି ସଦସ୍ୟ ମଧ୍ୟ ଯୁକ୍ତି ରଖିଛନ୍ତି। ମହାପ୍ରଭୁଙ୍କ ଅଳଙ୍କାର ପରି…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନମିଳିବା ଘଟଣାରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ବୈଠକ । ଆଜି ସୁଦ୍ଧା କମିଶନଙ୍କ ପାଖରେ ଆଉ ୩ଟି ସତ୍ୟପାଠ ଦାଖଲ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ପୁରୀର ଜଣେ ସାମ୍ବାଦିକ ସତ୍ୟପାଠ ଦାଖଲ କରିଛନ୍ତି । ୭ଦିନ ପରେ କମିଶନଙ୍କ…

ମିଳିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି : ପୁରୀ ଜିଲ୍ଲା ରେକର୍ଡ ରୁମ୍ ସିଲ୍ ଲଫାପାରୁ ଡୁପ୍ଲିକେଟ୍ ଚାବିର ସନ୍ଧାନ

ପୁରୀ : ମିଳିଲା ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି । ପୁରୀ ଜିଲ୍ଲା ରେକର୍ଡ ରୁମ୍‌ର ଏକ ଲକର ବନ୍ଦ ଲଫାପାରୁ ଚାବି ମିଳିଥିବା ସୂଚନା ମିଳିଛି ।  ଲଫାପା ଉପରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ବୋଲି ଲେଖାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ୨ଟି ଟିମ୍‌ ୫ ଦିନ…