Browsing Tag

ratna bhandara

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ

ପୁରୀ : ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ ।  ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ । ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇ ଥିଲା ।  ଏହି…

ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ବଡ଼ଦିନ ଓ ନୂଆବର୍ଷ ଲାଗି ଥିଲା ସ୍ଥଗିତ

ପୁରୀ : ଆଜିଠାରୁ ପୁଣି ତ୍ୱରାନ୍ୱିତ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡ଼ଦିନ ଓ ନୂଆବର୍ଷ ଲାଗି ମରାମତି କାର୍ଯ୍ୟ ଗତ ୨୫ ତାରିଖ ଠାରୁ ସ୍ଥଗିତ ରହିଥିଲା । ଆଜିଠୁ ପୁଣି ଚାଲିବ କାମ । ଦ୍ଵିତୀୟ ଭୋଗ ମଣ୍ଡପ ଠାରୁ ସନ୍ଧ୍ୟା ଯାଏ ପ୍ରାୟ ୫ ରୁ ୬ ଘଣ୍ଟା ଧରି ମରାମତି କାର୍ଯ୍ୟ କରିବ ଏଏସଆଇ…

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର…

ଆଜି ସ୍ଥାନାନ୍ତର ହେବ ରତ୍ନଭଣ୍ଡାରର ଆଲମିରା ଓ ସିନ୍ଦୁକ, ଅପରାହ୍ନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ସ୍ଥାନାନ୍ତରିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା । ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ହୋଇଥିବା ଲୁହା, କାଠ ସିନ୍ଦୁକ ସହ ଆଲମିରା ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ । ଅପରାହ୍ନ ୨ଟାରେ ରତ୍ନଭଣ୍ଡାର ଖୋଲାଯିବ । ଦୁଇଟି ଓଜନିଆ ଲୁହା ସିନ୍ଦୁକ…

ଶୁଭ ସଙ୍କେତ ଦେଉଛି ବର୍ଷା : ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନ ଭଣ୍ଡାର

ପୁରୀ : ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପୂର୍ବ ଥର ପରି ଏଥର ବି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି ଭିତର ରତ୍ନ ଭଣ୍ଡାରକୁ ଯାଇଛନ୍ତି । କିଛି ସମୟ ଭିତରେ ଏସ୍‌ଓପି…