ଶ୍ରୀଲଙ୍କାର ଏହି ଆଠ ହଜାର ଫୁଟ ଉଚ୍ଚ ଗୁମ୍ଫାରେ ରହିଛି ରାବଣର ଶବ ! ମମି ଭଳି ସାଇତି ରଖାଯାଇଛି ବାକ୍ସରେ
ରାମାୟଣ ସହିତ ଜଡିତ ଇତିହାସ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଜିଜ୍ଞାସା ରହିଥାଏ। କୁହାଯାଏ କି, ଶ୍ରୀଲଙ୍କାରେ ଆଜି ମଧ୍ୟ ରାମାୟଣ ସହିତ ଜଡିତ ଏପରି ଐତିହାସିକ ସ୍ଥଳ ରହିଛି, ଯାହା ବିଷୟରେ ଜାଣିବାକୁ ପ୍ରାୟ ସମସ୍ତେ ବ୍ୟାକୁଳ। ଏହି ସ୍ଥଳ ଭଗବାନ ଶ୍ରୀରାମ ଏବଂ ରାବଣ ସହିତ ଜଡିତ ଅନେକ…