Browsing Tag

raveena tandon

ରେପ ସିନ୍‌ ସୁଟିଂ ବେଳେ ଖଳନାୟକ ଯେବେ ରବୀନା ଟଣ୍ଡନଙ୍କୁ ଭୁଲରେ କରିଦେଇଥିଲେ କିସ୍‌, ଜାଣନ୍ତୁ କ’ଣ କରିଥିଲେ…

ରବୀନା ଟଣ୍ଡନ ବଲିଉଡରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମ କ୍ୟାରିଅର ଭିତରେ ରବୀନା ବହୁ ହିଟ୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନ କିଣିପାରିଛନ୍ତି । ହେଲେ ପ୍ରଥମରୁ ସେ ଫିଲ୍ମରେ ‘ନୋ କିସିଂ’ ପଲିସ ଆପଣେଇ ଆସିଛନ୍ତି । ରବୀନା କେବେ ତାଙ୍କ ଅଭିନୟ ମଧ୍ୟରେ କିସ୍‌…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ମିଳିଲା ପଦ୍ମଶ୍ରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ସମ୍ମାନିତ

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ଆୟୋଜିତ ପୁରସ୍କାର ସମାରୋହରେ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ…

ବଲିଉଡ୍‌ ଡେବ୍ୟୁ କରିବେ ରବୀନା ଟଣ୍ଡନଙ୍କ ଝିଅ ‘ରାସା’; ଅଜୟ ଦେବଗନଙ୍କ ଭଣଜାଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ରବୀନା ଟଣ୍ଡନଙ୍କ ଝିଅ ରାସା ନିଜ ସୌନ୍ଦର୍ଯ୍ୟରେ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛନ୍ତି। ରାସାଙ୍କ ଲୁକ୍‌ ଅନେକ ମାତ୍ରାରେ ତାଙ୍କ ମା’ଙ୍କ ସହିତ ମିଶୁଛି। ଏହା ବ୍ୟତୀତ ସେ ବହୁତ ଜଲ୍‌ଦି ନିଜ ମା’ଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି। ରବୀନା ଟଣ୍ଡନଙ୍କ ୧୭ ବର୍ଷୀୟା ଝିଅ ବହୁତ…

ଅଭିନୟ କରିବା ପୂର୍ବରୁ ଷ୍ଟୁଡିଓ ଚଟାଣରେ ପୋଛା ମାରୁଥିଲେ ରବୀନା, ତା’ ପରେ ହେଲେ ସୁପରଷ୍ଟାର

ଫିଲ୍ମ କେଜିଏଫ-୨ରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଅଭିନୟଙ୍କୁ ସମସ୍ତେ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ରବୀନା ପ୍ରଧାନମନ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି। ରବୀନା ଟଣ୍ଡନ ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିଅର ଆରମ୍ଭ ୧୯୯୧ରେ ଆସିଥିବା ଫିଲ୍ମ ‘ପଥର କେ ଫୁଲ୍‌’ ଜରିଆରେ କରିଥିଲେ।…

ପୁଣି ରୋମାନ୍ସ କରିବେ ୯୦ ଦଶକର ହିଟ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ, ‘ଘୁଡ଼ଚଢ଼ି’ରେ ଆସିବେ ନଜର

ପୁଣିଥରେ ଫେରୁଛନ୍ତି ୯୦ ଦଶକର ରୋମାଣ୍ଟିକ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ। ଫିଲ୍ମ ‘ଘୁଡ଼ଚଢ଼ି’ରେ ଦର୍ଶକେ ଏମାନଙ୍କୁ ଦେଖିବାର ସୁଯୋଗ ପାଇବେ। ବଲିଉଡ୍‌ର ସୁପରଷ୍ଟାର ସଞ୍ଜୟ ଦତ୍ତ ନିଜ ଆଗାମୀ ଫିଲ୍ମ ‘ଘୁଡ଼ଚଢ଼ି’ର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି। ସଞ୍ଜୟ…

ରବୀନା ଟଣ୍ଡନ୍‌ଙ୍କ ବାପା ତଥା ଜଣାଶୁଣା ନିର୍ଦ୍ଦେଶକ ରବି ଟଣ୍ଡନ୍‌ଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ସେୟାର କଲେ…

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ପିତୃ ବିୟୋଗ। ରବୀନାଙ୍କ ବାପା ତଥା ଜଣାଶୁଣା ନିର୍ଦ୍ଦେଶକ ରବି ଟଣ୍ଡନ୍‌ଙ୍କର ଆଜି ପରଲୋକ ହୋଇଛି। ଫଳରେ ସମଗ୍ର ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି। ଶୁକ୍ରବାର ଅର୍ଥାତ୍‌ ଆଜି ଅପରାହ୍ନ ୩.୩୦ରେ ୮୬ ବର୍ଷୀୟ ରବି ଟଣ୍ଡନ ମୁମ୍ବାଇ ସ୍ଥିତ…

ରବୀନା ଟଣ୍ଡନ ୧୮ ବର୍ଷ ବୟସରେ ନିଜ ପାଇଁ କିଣିଥିଲେ ପ୍ରଥମ ସ୍ପୋର୍ଟସ୍‌ କାର, Throwback Photo ସେୟାର କରି କଲେ ଏହି…

୪୬ ବର୍ଷୀୟା ରବୀନା ଟଣ୍ଡନ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯେବେ ସେ ନିଜ ପ୍ରଥମ ‘swanky sports convertible’ ସ୍ପୋର୍ଟସ୍‌ କାର୍‌ କିଣିଥିଲେ। ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀଜ୍‌ରେ ଫଟୋ ପୋଷ୍ଟ କରି କହିଛନ୍ତି, ସେ ମାତ୍ର ୧୮ ବର୍ଷର ଥିଲେ, ସେତେବେଳେ ସେ ନିଜକୁ କାର୍‌…

ପ୍ରବଳ ଜରରେ ବି ରବିନା ଟଣ୍ଡନ ଅକ୍ଷୟ କୁମାରଙ୍କ ସହ କରିଥିଲେ ‘ଟିପ୍‌ ଟିପ୍‌ ବରଷା ପାନି’ ର ସୁଟିଂ

୧୯୯୪ ରେ ରିଲିଜ ହୋଇଥିଲା ଫିଲ୍ମ ‘ମୋହରା’ । ଏହି ଫିଲ୍ମ ହୋଇଥିଲା ସୁପର ହିଟ । ଖାସ କିଛି ଗୀତ ପାଇଁ । ଏଥିରେ ଥିଲା ବର୍ଷା ଭିଜା ଦୃଶ୍ୟରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ହିଟ ଗୀତ ‘ଟିପ୍‌ ଟିପ୍‌ ବରଷା ପାନି’ । ଯାହା ଏବେ ବି ଦର୍ଶକଙ୍କ ମନରେ ଶିହରଣ ସୃଷ୍ଟି କରେ । ତେବେ ଏହି…

ଦୀର୍ଘ ଦିନ ପରେ ବଡ ପରଦାରେ ନଜର ଆସିବେ ଗୋବିନ୍ଦା ଓ ରବୀନା ଟଣ୍ଡନ 

ରବୀନା ଟଣ୍ଡନ ଓ ଗୋବିନ୍ଦଙ୍କ ଯୋଡି ବଲିଉଡର ଆଇକନ ଯୋଡି ମାନନା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଏହି ଯୋଡି ଅନେକ ସିନେମାରେ ଜଲୱା ଦେଖାଇ ସାରିଛନ୍ତି। ଏବେ ଖୁବଶୀଘ୍ର ଏହି ଯୋଡ଼ି ବଡ଼ ପରଦାରେ କମାଲ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ରବୀନା ନିଜ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି ।…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ କରି ମୁମ୍ବାଇ ପୋଲିସକୁ ଗାଳି ଦେଉଥିଲେ ଦୁର୍ବୃତ୍ତ, ନିଜେ ଏତଲା…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ…

ଏବେ ବଲିଉଡରେ ସଫା କରିବାର ସମୟ ଆସିଛି, ମୂଳରୁ ଓପାଡି ଫୋପାଡ଼ି ଦିଅ : ରବିନା ଟଣ୍ଡନ୍

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏନସିବି ଅନୁସନ୍ଧାନରେ ପ୍ରତିଦିନ ନୂଆ ଖୁଲାସା ହେଉଛି । ଡ୍ରଗ୍ସ ମାମଲାରେ ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୁକୋନ,…

ଫୁଲ ମେକଅପ୍ ନେଇ ଘରେ ଝାଡୁ ମାରୁଛନ୍ତି ରବିନା ଟଣ୍ଡନ, ଭିଡିଓ ଉପରେ ଥରେ ପକାନ୍ତୁ ନଜର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓରେ ମସ୍ତ-ମସ୍ତ ଗାର୍ଲ ନିଜ ଘରର ବାଲକୋନିକୁ ସଫା କରି ଝାଡୁ ମାରୁଥିବା ଦେଖିବାକୁ ମିଳୁଛି। ଘର ଝାଡୁ…