ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ରାଗିଂ ଘଟଣାର କାର୍ଯ୍ୟାନୁଷ୍ଠାନ, ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର
କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ଏହା ସହିତ ସେମାନେ ଗୋଟିଏ ସେମିଷ୍ଟର ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ। ରେଭେନ୍ସାରେ ବସିଥିବା ଆଣ୍ଟି ରାଗିଂ କମିଟି ବୈଠକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…