ଆସନ୍ତାକାଲି ପଡୁଛି ରବି ପ୍ରଦୋଷର ସଂଯୋଗ, ସ୍ୱାମୀ, ପୁତ୍ରଙ୍କର ଲମ୍ବା ଆୟୁଷ ପାଇଁ ନିଶ୍ଚୟ କରନ୍ତୁ ଏହି ପୂଜା
ଶିବ ଉପାସନା ପାଇଁ ସବୁ ମାସ ଶୁକ୍ଳ ଏବଂ କ୍ରୁଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଶ୍ରେଷ୍ଠ କୁହାଯାଏ। ଏହାକୁ ପ୍ରଦୋଷ ବ୍ରତ କୁହାଯାଏ। ୨୪ ନଭେମ୍ବର ଦିନ ବର୍ଷର ଶେଷ ରବି ପ୍ରଦୋଷ ବ୍ରତ କରାଯିବ। ଏହାପରେ ଏପ୍ରିଲ ୨୦୨୦ରେ ଏହି ଯୋଗ ପୁଣି ଆସିବ। ମାନ୍ୟତା ଅଛି ପ୍ରଦୋଷ ସମୟରେ ମହାଦେବ କୈଳାସ ପର୍ବତରେ…