Browsing Tag

ravi shastri

BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ

ଭାରତୀୟ କ୍ରିକେଟରଙ୍କ ପାଇଁ ଆଜିର ଦିନ ବେଶ ମହତ୍ତ୍ୱପୂର୍ଣ୍ଣ । ଆଜି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ହାଇଦ୍ରାବାଦରେ ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି…

ଟିମ୍‌ ଇଣ୍ଡିଆର କୋଚ୍‌ ହେବାକୁ ପୁଣି ମନ ବଳାଇଲେଣି ରବି ଶାସ୍ତ୍ରୀ ! ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ଦାୟିତ୍ୱ ସମ୍ଭାଳିପାରନ୍ତି। ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ଟିମର ପ୍ରଦର୍ଶନ ଟେଷ୍ଟ ଫର୍ମାଟରେ ଭଲ ରହିଥିଲା। କିନ୍ତୁ ଏହି ସମୟରେ କୌଣସି ଆଇସିସି ଟ୍ରଫି ଜିତିନଥିଲା ଭାରତୀୟ ଟିମ୍‌। ରବି ଶାସ୍ତ୍ରୀ ଲିଜେଣ୍ଡସ ଲିଗ…

ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ: କହିଲେ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା…

କେନ୍ୟୁଜ : ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ । ଚଳିତ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଚଳିତ ଆଇପିଏଲରେ RCBର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି । କୋହଲି ୯ଟି…

ପୁଣିଥରେ ମାଇକ୍‌ ଧରି କମେଣ୍ଟ୍ରି କରିବେ ରବି ଶାସ୍ତ୍ରୀ, ଏହି ମ୍ୟାଚ୍‌ରୁ କରିପାରନ୍ତି ଆରମ୍ଭ

ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ବିଦାୟ ନେଇଛନ୍ତି ରବି ଶାସ୍ତ୍ରୀ। ତାଙ୍କ ପ୍ରଶିକ୍ଷଣରେ ଟିମ୍‌ ଇଣ୍ଡିଆ ସୋମବାର ଦିନ ଟି-୨୦ ବିଶ୍ୱ କପ୍‌ରେ ନାମିବିୟା ବିପକ୍ଷରେ ନିଜ ଶେଷ ମ୍ୟାଚ୍‌ ଖେଳିଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ଏବେ ପୂର୍ବ ଭାରତୀୟ କ୍ୟାପ୍‌ଟେନ୍‌ ରାହୁଲ ଦ୍ରାବିଡ୍‌ ଇଣ୍ଡିଆ…

ଟି-୨୦ ବିଶ୍ୱକପ୍‌ ପରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହୋଇପାରନ୍ତି ରବି ଶାସ୍ତ୍ରୀ, ଓ୍ଵାର୍ଲ୍ଡ କପ୍‌ ପରେ ନେବେ…

ଭାରତୀୟ ଟିମ୍‌ର ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଟି-୨୦ ବିଶ୍ୱକପ୍‌ ୨୦୨୧ ପରେ ଶେଷ ହୋଇଯିବ। ରବି ଶାସ୍ତ୍ରୀଙ୍କ ଜାଗାରେ ଇଣ୍ଡିଆ ଟିମ୍‌ ପୂର୍ବ କ୍ୟାପ୍‌ଟେନ୍‌ ରାହୁଲ ଦ୍ରାବିଡ୍‌ ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଆସୁଛି…

WTC ଫାଇନାଲ ପୂର୍ବରୁ ବିରାଟ ଏବଂ ଶାସ୍ତ୍ରୀଙ୍କ କଥାବାର୍ତ୍ତା ଅଡିଓ ଲିକ୍, ସୋସିଆଲ ଭିଡିଆରେ ଭାଇରଲ

ଭାରତୀୟ କ୍ରିକେଟ ଟିମ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ଯାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଛି। ଜୁନ ୧୮ ରୁ ୨୨ ଯାଏଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହା ପରେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ…

ସବୁଠାରୁ ଅଧିକ ପଇସା ଆୟ କରୁଥିବା କୋଚ୍ ରବି ଶାସ୍ତ୍ରୀ, ଜାଣନ୍ତୁ କେତେ ରହିଛି ଦରମା ଏବଂ ସମ୍ପତ୍ତି

ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ତଥା ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ କ୍ରିକେଟର ମଇଦାନରେ ସବାବେଳେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କ୍ରିକେଟର, କୋଚ୍, ଟିମ୍ ମ୍ୟାନେଜର ଭାବେ ସେ ସବୁଠୁ ନିଜର ପ୍ରଭାବ ଦେଖାଇଥାନ୍ତି ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟର ବହୁ…

ସୌରଭ ଗାଙ୍ଗୁଲି ଆସିବା ପରେ ସିଲେକ୍ସନ ମିଟିଙ୍ଗରେ ଏଣ୍ଟ୍ରି କରିପାରିବେ ନାହିଁ ରବିଶାସ୍ତ୍ରୀ

ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ବହୁତ ଜଲଦି ନିଜର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଗାଙ୍ଗୁଲି କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ନୂଆ ଅଧ୍ୟକ୍ଷ ରୂପେ ୨୩ ଅକ୍ଟୋବରରେ କାର୍ଯ୍ୟଭାର ଦାୟିତ୍ୱ ବହନ କରିବେ। କିନ୍ତୁ ଏହା ପୂର୍ବରୁ ଗାଙ୍ଗୁଲି ଲୋଢା କମିଟିରେ…

ଟିମ୍ ଇଣ୍ଡିଆର କୋଚ ପଦରୁ ବିଦା ହୋଇପାରନ୍ତି ରବି ଶାସ୍ତ୍ରୀ, ବିଶ୍ବକପରେ ଭାରତର ପରାଜୟକୁ ହଜମ କରି ପାରୁନି BCCI

ବିଶ୍ବକପରୁ ଟିମ୍ ଇଣ୍ଡିଆ ବିଦା ହେବା ଘଟଣାକୁ ହଜମ କରିପାରୁ ନାହାଁନ୍ତି ଦେଶବାସୀ । କେବଳ ୧୩୦ କୋଟି ଜନତା ନୁହେଁ ବିସିସିଆଇର ସ୍ବପ୍ନକୁ ମଧ୍ୟ ଭାଙ୍ଗିଛି ଟିମ୍ ଇଣ୍ଡିଆ। ଏବେ ନୂଆ କୋଚ ଚୟନ କରିବ ବିସିସିଆଇ । ବିଶ୍ବକପରେ ଭାରତର ପରାଜୟ ପାଇଁ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଦାୟୀ କରିଛି…

କଣ ବିଶ୍ବ କପ୍ ପରେ ଭାରତୀୟ କ୍ରିକେଟ ଟିମର କୋଚ୍ ରହିବେ ନାହିଁ ରବି ଶାସ୍ତ୍ରୀ ?

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଚୁକ୍ତି ଆସନ୍ତା ବିଶ୍ୱ କପ୍‌ ପରେ ଶେଷ ହୋଇଯିବ । ତାଙ୍କୁ ପୁଣି କୋଚ୍‌ ପଦବିରେ ରଖାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ତେବେ ବରିଷ୍ଠ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ଅନୁଯାୟୀ…

ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କଲେ ଏମିତି କାମ, ଲଜ୍ଜାରେ ତଳକୁ ହୋଇଗଲା ୧୦୦ କୋଟି ଭାରତୀୟଙ୍କ ମୁଣ୍ଡ

ବିବାଦର ବାରୁଦରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ । କିଛି ଦିନ ତଳେ ଲାଇଭ୍ ସମୟରେ ଅଶ୍ଳୀଳ ଭାଷା କହି ଚର୍ଚ୍ଚାର ବିଷୟ ପାଲଟିଥିଲେ ରବି ଶାସ୍ତ୍ରୀ । ଏବେ ପୁଣି ଆଉ ଏକ କାରନାମା କରି ପାଲଟିଛନ୍ତି ଗଣମାଧ୍ୟମର ଖବର । ମେଲବର୍ଣ୍ଣ ଟେଷ୍ଟ ସମୟରେ ବସ୍ରୁ ବାହାରିବାବେଳେ ଶାସ୍ତ୍ରୀ ବିୟର…

କହୁ କହୁ କହିଦେଲେ , ଲାଇଭ୍ ଶୋରେ ଖରାପ ଭାଷା କହିଲେ ରବି ଶାସ୍ତ୍ରୀ

ଆଡିଲେଡ୍ ଓଭାଲରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପ୍ରଥମଥର ହରାଇଛି ଭାରତ । ଚଳିତ ସିରିଜ୍ର ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଲଞ୍ଚ୍ ପରେ ପରେ ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରାଇଛି ବିରାଟ ବାହିନୀ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ମ୍ୟାଚ୍ ଜିତିଛି । ଶେଷଥର ୨୦୦୮ରେ ପର୍ଥରେ ଅନୀଲ…