Browsing Tag

Ravindra Jadeja

ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା, ୪ ହଜାର ରନ ସହ ୩୦୦ରୁ ଅଧିକ ୱିକେଟ ହାସଲ

ମୁମ୍ବାଇ : ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ରବୀନ୍ଦ୍ର ଜାଡେଜା । ଟେଷ୍ଟ କ୍ରିକେଟରେ ୪ ହଜାର ରନ ପୂରଣ ସହ ୩୦୦ରୁ ଅଧିକ ୱିକେଟ ହାସଲ ପରେ ଏଲିଟ ଅଲରାଉଣ୍ଡର୍ସ କ୍ଳବରେ ସାମିଲ ହୋଇଛନ୍ତି। ଇଆନ୍ ବୋଥାମ, କପିଳ ଦେବ, ଡାନିଏଲ୍ ଭେଟୋରୀଙ୍କ ସହ ସାମିଲ୍ ହୋଇଛନ୍ତି ରବୀନ୍ଦ୍ର ଜାଡେଜା। ଭାରତ-ଦକ୍ଷିଣ…

ଆଇପିଏଲ ୨୦୨୬ ଖେଳାଳି ରିଟେନ, ରବିନ୍ଦ୍ର ଜାଡେଜା ଏବଂ ସଂଜୁ ସାମସନଙ୍କ ବଦଳିଲା ଟିମ୍

ମୁମ୍ବାଇ : ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ବଡ଼ ଡିଲ୍ । ଆଜି ଖେଳାଳି ରିଟେନ ତାଲିକା ଘୋଷଣା କରାଯିବ । ଡିସେମ୍ବର ୧୬ ତାରିଖରେ ମିନି ନିଲାମ ଅନୁଷ୍ଠିତ ହେବ । ଏହାରି ଭିତରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ପସନ୍ଦର ଖେଳାଳି ରିଟେନ୍ କରି ବାକି…

ଚର୍ଚ୍ଚାରେ ରବିନ୍ଦ୍ର ଜାଡେଜା, ୧୨ ବର୍ଷ ଧରି CSK ଟିମ୍ରୁ ରୋଜଗାର କରିଛନ୍ତି ଏତିକି ଟଙ୍କା…

IPL ୨୦୨୬ ସିଜିନ୍ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ରବିନ୍ଦ୍ର ଜାଡେଜା । ଦୀର୍ଘ ୧୨ ବର୍ଷ ଧରି CSK ଟିମ୍ ସହିତ ଜଡିତ ଥିଲେ । ବର୍ତ୍ତମାନ କିନ୍ତୁ CSK ଟିମ୍ ସହିତ ଯାତ୍ରା ଶେଷ ହେବାକୁ ଯାଉଛି ।  CSK ଟିମ୍ ପାଇଁ ଖେଳୁଥିବା ରବିନ୍ଦ୍ର ଜାଡେଜା ଏବେ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସକୁ…

ଆଇସିସି ରାଙ୍କିଂ: ଅଭିଷେକ ଶର୍ମା ଟି୨୦ ନଂ ୧ ବ୍ୟାଟର, ଉପରକୁ ଉଠିଲେ ଜାଡେଜା, ସୁନ୍ଦର

ଆଇସିସି ରାଙ୍କିଂ ତାଲିକା ଜାରି କରିଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଅଭିଷେକ ଶର୍ମା ଟି୨୦ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଟ୍ରେଭିସ ହେଡଙ୍କ ସ୍ଥାନ ଛଡାଇ ଆଣିଛନ୍ତି । ଦୀର୍ଘ ବର୍ଷେ ହେଲାଣି ହେଡ ଶୀର୍ଷ ସ୍ଥାନରେ ରହିଥିଲେ । ଏବେ ଅଭିଷେକ ପ୍ରଥମ ସ୍ଥାନ ଅଧିକାର କରିବା ପରେ ହେଡ…

କ୍ରିକେଟର ରବିନ୍ଦ୍ର ଜାଡେଜା ବିଜେପିରେ ମିଶିଲେ, ଗୁଜରାଟରେ ଆରମ୍ଭ କରିବେ ରାଜନୈତିକ କ୍ୟାରିୟର

ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ତଥା ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ ସଦସ୍ୟ ଭାବରେ ସ୍ୱାମୀଙ୍କ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ରିଭାବା ତାଙ୍କ ‘ଏକ୍ସ’…

ଟି୨୦ ଇଣ୍ଟରନ୍ୟାସନାଲରୁ ରବିନ୍ଦ୍ର ଜାଡେଜାଙ୍କ ଅବସର, ବିରାଟ ଓ ରୋହିତଙ୍କ ପରେ ନେଲେ ନିଷ୍ପତ୍ତି

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ନିରାଶ ଖବର । ବିରାଟ ଏବଂ ରୋହିତଙ୍କ ପରେ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ ରବିନ୍ଦ୍ର ଜାଡେଜା । ଜାଡେଜା ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୭୪ଟି ମ୍ୟାଚରେ ଜାଡେଜା ୫୧୫ ରନ୍‌ କରିଥିବା ବେଳେ ୫୪ଟି ଓ୍ଵିକେଟ ନେଇଛନ୍ତି । ଗତକାଲି ଟି୨୦ ବିଶ୍ୱକପ…

୧୦୦୦ ରନ, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ୍‌… ଆଇପିଏଲ ଇତିହାସରେ ପ୍ରଥମ ରେକର୍ଡ କଲେ ରବିନ୍ଦ୍ର ଜାଡେଜା

କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଚେନ୍ନାଇ ସୁପରକିଙ୍ଗସ ୭ ଓ୍ଵିକେଟରେ ଜିତିନେଇଛି । ଏହି ମ୍ୟାଚର ହିରୋ ଥିଲେ ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା ଏହି ମ୍ୟାଚରେ କମାଲ୍‌ ବୋଲିଂ ଏବଂ ଫିଲ୍ଡିଂ କରିଥିଲେ । ଏହି ମ୍ୟାଚରେ ରବିନ୍ଦ୍ର…

ଆଇସିସି ଅଲରାଉଣ୍ଡର ରାଙ୍କିଂ: ଶୀର୍ଷ ୫ ସ୍ଥାନରେ ୩ ଭାରତୀୟ, ପ୍ରଥମ ସ୍ଥାନରେ ଜାଡେଜା

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ କାରଣରୁ ଆଇସିସି ଟେଷ୍ଟ ରାଙ୍କିରେ ଭାରତକୁ ଫାଇଦା ମିଳିଛି । ଏହି ସିରିଜର ୩ଟି ମ୍ୟାଚ ଖେଳ ସରିଛି । ଏହି ସିରିଜରେ ଟିମ୍‌୨-୧ରେ ଆଗୁଆ ରହିଛି । ଭାରତୀୟ ଟିମର ନଜର ଏବେ ରାଞ୍ଚି ଟେଷ୍ଟ ଉପରେ ରହିଛି । ଆଉ ଏପଟେ ଭାରତୀୟ ଟିମକୁ ଆଇସିସି…

ବାପାଙ୍କ ସାକ୍ଷାତକାର ପରେ ମୁହଁ ଖୋଲିଲେ ରବିନ୍ଦ୍ର ଜାଡ଼େଜା, ପରିବାରରେ ଚାଲିଛି ବିବାଦ

ନିକଟରେ ଭାରତୀୟ କ୍ରିକେଟ ଟିମ୍‌ ର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ପରିବାରରେ ଦେଖାଦେଇଛି ବିବାଦ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଡ଼େଜାଙ୍କ ବାପା ଅନିରୁଦ୍ଧ ସିଂ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜ ପୁଅ ଓ ବୋହୂଙ୍କୁ ନେଇ ଏମିତି କିଛି କହିଥିଲେ, ଯାହାକୁ ନେଇ ସମସ୍ତେ…

ରାଜକୋଟ ଟେଷ୍ଟରେ ରୋହିତ ଏବଂ ଜାଡେଜାଙ୍କ ଦମଦାର ଶତକ, ଡେବ୍ୟୁ ମ୍ୟାଚରେ ସରଫରାଜଙ୍କ ଅର୍ଦ୍ଧଶତକ, ଭାରତ ୩୨୬/୫

ରାଜକୋଟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ଦୃଢ଼ ସ୍ଥିତିରେ ଭାରତ । ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ ହରାଇ ୩୨୬/୫ରେ ପହଞ୍ଚିଛି । ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପ୍ରାରମ୍ଭିକ ଝଟକା ପରେ ଟିମ ଇଣ୍ଡିଆ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଆରମ୍ଭରୁ ବ୍ୟାଟିଂ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟିମରୁ ଫେରିପାରନ୍ତି କେଏଲ ରାହୁଲ ଏବଂ ଜାଡେଜା

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ୧୫ ଫେବୃଆରୀରୁ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ୨ ଟି ଖେଳ ସରିଛି । ଗୋଟିଏ ଭାରତ ଥିବା ବେଳେ ଅନ୍ୟଟି ଇଂଲଣ୍ଡ ଜିତିଛି । ଶେଷ ୩ଟି ଟେଷ୍ଟ ପାଇଁ ଟିମ୍‌ ଏବେ ଚୟନ ହେବାକୁ ରହିଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା…

ଭାରତ ଏବଂ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଟିମରୁ ବାଦ୍‌ ପଡିପାରନ୍ତି ରବିନ୍ଦ୍ର ଜାଡେଜା, କୁଲଦୀପଙ୍କୁ ମିଳିପାରେ ସୁଯୋଗ !

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଭାରତ ଟିମ ପାଇଁ କଷ୍ଟକର ହୋଇପଡିବ । ପ୍ରଥମ ଟେଷ୍ଟ ମ୍ୟାଚରୁ ବିରାଟ ବାଦ୍‌ ପଡିଥିବା ବେଳେ ମ୍ୟାଚ ହାରିଯାଇଥିଲା ଭାରତ । ଏବେ ଦ୍ୱିତୀୟ ଟେଷ୍ଟରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା…