Browsing Tag

Ravindra Jadeja

ଧୋନୀ କଲେ ରବୀନ୍ଦ୍ର ଜାଡେଜାଙ୍କ ଏହି ଆକ୍ସନର ନକଲ, ଜାଡେଜା ଦେଲେ ଏମିତି ରିଆକ୍ସନ

ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ନିକଟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଗ୍ରାଉଣ୍ଡ ଧୋନି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ…

ଏବେ ବି ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରବିନ୍ଦ୍ର ଜାଡ଼େଜା, ଇଂଲଣ୍ଡ ବିପକ୍ଷରେ ପୂରା ସିରିଜ୍‌ରୁ ହୋଇପାରନ୍ତି ବାହାର

ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ସମ୍ପୂର୍ଣ୍ଣଭାବେ ବାହାରିଯାଇପାରନ୍ତି। ଟେଷ୍ଟ ସିରିଜ୍‌ ବେଳେ ସିଡ୍‌ନୀ ଟେଷ୍ଟରେ ବ୍ୟାଟିଂ କରିବା ବେଳେ ଜାଡ଼େଜା ଆହତ ହୋଇଥିଲେ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିବାରୁ ତାହା…

ପନ୍ତଙ୍କ ପରେ ରବୀନ୍ଦ୍ର ଜାଡେଜା ଆହତ, ଆଙ୍ଗୁଠି ଭାଙ୍ଗି ଥିବାରୁ ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡିଲେ

ମୁମ୍ବାଇ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ପାଇଁ ଏକ ବଡ ଝଟକା । ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ସେ ଆଉ ଖେଳି ପାରିବେ ନାହିଁ । ସିଡନୀ ଟେଷ୍ଟର ତୃତୀୟ ଦିନ ଜାଡେଜାଙ୍କ ବାମହାତ ଆଙ୍ଗୁଠିରେ ଆଘାତ ଲାଗିଛି । ସେ ଦ୍ଵିତୀୟ ଇଂନିସରେ ମଧ୍ୟ ବ୍ୟାଟିଂ କରି ପାରିବେ…

ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଟି-୨୦ ସିରିଜରୁ ବାଦ୍ ପଡିଲେ ଜାଡେଜା

ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ଜିତିବା ଲକ୍ଷ୍ୟରେ ଥିବା ଭାରତକୁ ବଡ଼ ଝଟକା ଲାଗିଛି । ପ୍ରଥମ ଟି-୨୦ ମ୍ଯାଚ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ…

ଧୋନୀଙ୍କ ୮ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇଲେ ଜାଡେଜା, ଟି-୨୦ ରେ ହାସଲ୍ କଲେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ରେ ବହୁତ ଭଲ ସଫଳତା ହାସଲ କରିଛନ୍ତି। ସୂଚନା ମୁତାବକ ଜାଡେଜା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀଙ୍କ ୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କାନବେରାରେ ଖେଳା ଯାଇଥିବା…

ମାସ୍କ ପିନ୍ଧିବାକୁ ନେଇ ମହିଳା କନେଷ୍ଟବଳଙ୍କ ସହିତ ଝଗଡା କଲେ ରବୀନ୍ଦ୍ର ଜାଡେଜା ଏବଂ ପତ୍ନୀ

ଖୁବଶୀଘ୍ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରିକେଟର ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ…

ରବୀନ୍ଦ୍ର ଜାଡେଜାଙ୍କ ‘ଖଡ୍ଗଯୁଦ୍ଧ’ ଦେଖି ଇଂଲଣ୍ଡର ପୂର୍ବ କ୍ୟାପଟେନ୍ ଉଡାଇଲେ ମଜାକ ତ ଉତ୍ତରରେ ଏମିତି…

ରବିନ୍ଦ୍ର ଜାଡେଜା ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ୍ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ତାଙ୍କର ଏହି ଭିଡିଓ ଉପରେ ଇଂଲଣ୍ଡର ପୂର୍ବ କ୍ୟାପଟେନ୍ ମାଇକେଲ ବୋନ ମଜାକ ଉଡାଇଛନ୍ତି, ଏବଂ…

ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଲେ ରବିନ୍ଦ୍ର ଜାଡେଜା, ଦେଖନ୍ତୁ ଭିଡ଼ିଓ

ଭାରତ-ନ୍ୟୁଜଲ୍ୟାଣ୍ଡ ଭିତରେ କ୍ରିଷ୍ଟଚର୍ଚ୍ଚ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ରବିନ୍ଦ୍ର ଜାଡେଜା ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଥିଲେ । ପବନରେ ଡେଇଁ ଡେଇଁ ଫିଲଡିଙ୍ଗ କରିଥିଲେ ଜାଡେଜା। ସମସ୍ତେ ଜାଣନ୍ତି କି ବିଶ୍ୱର ସବୁଠାରୁ ସାନଦାର ଫିଲଡର୍‌ ମାନଙ୍କ…

କଂଗ୍ରେସରେ ସାମିଲ ହେଲେ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ, ପୂର୍ବରୁ ସ୍ତ୍ରୀ ହୋଇଥିଲେ ବିଜେପିରେ ସାମିଲ

ଏବେ ନିକଟରେ ଭାରତୀୟ କ୍ରିକେଟ ବିଶ୍ବକପ୍ ଦଳର ଘୋଷଣା କରାଯାଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳି ତଥା ରବିନ୍ଦ୍ର ଜାଡେଜାଙ୍କ ପିତା ଏବଂ ଭଉଣୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଜାଡେଜାଙ୍କ ସ୍ତ୍ରୀ ମାସେ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ।…