Browsing Tag

ravish kumar

ସାଧାରଣ ଲୋକର ସ୍ବର ହୋଇଥିବା ସାମ୍ବାଦିକ ରବିଶ୍ କୁମାର ପାଇଲେ ରମଣ ମାଗାସେସ ଆୱାର୍ଡ ୨୦୧୯

ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କୁ ମିଳିଲା ସମ୍ମାନଜନକ ରମଣ ମାଗାସେସ ଆୱାର୍ଡ ୨୦୧୯। ସାମ୍ବାଦିକତାକୁ ସାଧାରଣ ଲୋକଙ୍କ ସ୍ୱର କରାଇବାରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିଶଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳୀ ସାମ୍ବାଦିକ ଭାବେ ସମ୍ମାନପତ୍ରରେ…