ରାୟଗଡାରେ ୟୁଟର୍ଣ୍ଣ ମାରିଲା କରୋନା: ଝୋଡିଆ ସାହିରେ ୨୭ଜଣ ପଜିଟିଭ ଚିହ୍ନଟ, ଅଂଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା
ରାୟଗଡା(କେନ୍ଯୁଜ୍): ରାୟଗଡା ଜିଲ୍ଲାରେ ୟୁଟର୍ଣ୍ଣ ମାରିଛି କରୋନା । ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରାୟଗଡା ସହରର ଡିଏଫଓ କଲୋନୀ ନିକଟରେ ଥିବା ଝୋଡିଆ ସାହିରେ ୨୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଏ ଅଂଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି ।…