ସର୍ବନିମ୍ନ ସୁବିଧା ଏଠି ସାତସପନ, ଭଗବାନ ହିଁ ଭରସା ଏହି ଗ୍ରାମର ଲୋକଙ୍କୁ
ରାୟଗଡା : ଆମ ଦେଶ ସ୍ବାଧିନ ହେବାର ବିତିଯାଇଛି ୭୩ ବର୍ଷ । କିନ୍ତୁ ଏବେ ବି ପ୍ରଶାସନ ଆଢୁଆଳରେ ରହିଛି ଅନେକ ଇଲାକା । ଯେଉଁଠି ଲୋକମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ବି ପାଲଟିଛି ସାତସପନ। ନାହିଁ ନାହିଁରେ ରହିଛି ଅନେକ ଅନୁନ୍ନତ ଅଞ୍ଚଳ । ଯେଉଁଠି ଲୋକେ ଖାଇବା ପିଇବା ପାଣି ମଧ୍ୟ ପାଇ…