Browsing Tag

rayagada

କୂଳ ଖାଉଛି ନାଗାବଳି ନଦୀ, ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ନଦୀକୂଳବାସୀ

ରାୟଗଡା : କୂଳ ଖାଉଛି ନାଗାବଳି ନଦୀ । ବର୍ଷାଋତୁ ଆସିଲେ ରାତିରେ ଲୋକଙ୍କ ନିଦ ହଜିଯାଉଛି । କାରଣ ଅନ୍ଧାର ରାତିରେ କିଛି ବି ଘଟିପାରେ ବୋଲି ଆଶା ଆଶଙ୍କାରେ ରହିଛନ୍ତି ନଦୀକୂଳବାସୀ । କଳାହାଣ୍ଡି ଜିଲ୍ଲାର ଥୁଆମଲ ରାମପୁର ବ୍ଳକର ଲାଖବାହାଲରୁ ବାହାରି ପଡୋଶୀ ଆନ୍ଧ୍ରପ୍ରଦେଶ କାଲେପାଲି ଗାଁ…

ଜିଲ୍ଲାପାଳଙ୍କ ଦ୍ୱାରା ବଙ୍ଗୀୟ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର, ପୂରଣ ହେଲା ଦମ୍ପତିଙ୍କ ଦୀର୍ଘ ଦିନର ଆଶା

ସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ଥିଲେ ପଶ୍ଚିମବଙ୍ଗର ଜଣେ ଦମ୍ପତି । ସେଥିପାଇଁ ତ ପଶ୍ଚିମବଙ୍ଗରୁ ଦୌଡ଼ି ଆସିଥିଲେ ଓଡ଼ିଶାର ରାୟଗଡାକୁ । ସନ୍ତାନଟିଏ ପାଇବା ପାଇଁ କିଏ କେତେ ପୂଜା ପାଠ କରୁଛି ହେଲେ ସନ୍ତାନଟିଏ ପାଇଁ ଅନ୍ୟ ଏକ ରାଜ୍ୟକୁ ଆସିବା ଘଟଣା ଖୁବ ସ୍ୱତନ୍ତ୍ର । ତେବେ ଅସହାୟ…

ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା (କେନ୍ୟୁଜ) : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଘଟଣା । ଗର୍ଭବତୀ ମହିଳା ଅଭି ମାଣ୍ଡିଙ୍ଗାଙ୍କ…

ରାୟଗଡ଼ା: ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା: ୩ ଅଭିଯୁକ୍ତ ଗିରଫ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ସହର ଗୌତମ ନଗର ହତ୍ୟାକାଣ୍ଡ ଘଟଣାର କାର୍ଯ୍ୟାନୁଷ୍ଠାନ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଖିଲିମିଶିଗୁଡା ଗାଁର ଦିପାନା ହିମରିକା, ହେମନ୍ତ କିଲାକା ଓ ଆରିୟା ଗଣ୍ଡାଗିରି । ଗତକାଲି ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା…

ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା ରାୟଗଡା, ଗଡିଲା ଲକ୍ଷ୍ମୀ ବସ୍

ରାୟଗଡା (କେନ୍ୟୁଜ): ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା ରାୟଗଡା । ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର,…

ରାୟଗଡ଼ା ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିଲା ଔଷଧ, ଲୋକଙ୍କ ଜରୁରୀ ଚିକିତ୍ସା ପାଇଁ ଆଉ ହେବନାହିଁ ଅସୁବିଧା

ଏବେ ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। ସବୁ ଜରୁରୀ ଔଷଧ କୁ ଡ୍ରୋନରେ ଷ୍ଟୋର କରାଯାଇ ଲୋକଙ୍କ ଘର ପାଖକୁ ପଠାଯିବ .. ଏମିତିରେ ରୋଗୀ ଆଉ ଔଷଧ ପାଇଁ ଚିନ୍ତା କରିବେ ନାହିଁ /...ସ୍ୱାସ୍ଥ୍ୟ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଛି ଏଭଳି ନିଷ୍ପତି... କନ୍ଧମାଳ ପରେ ଏବେ…

ଗାଁ ମହିଳାଙ୍କୁ ରୋଜଗାର ଯୋଗାଉଛି ମିଶନ ଶକ୍ତି, ଛେଳି ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଉପାନ୍ତ ଅଞ୍ଚଳର ଗାଁ ମହିଳା

ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତ୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଞ୍ଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳାମାନେ ଦୃଢ ଇଚ୍ଛା ଶକ୍ତି ବଳରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଦିନ ମଜୁରିଆରୁ ଛେଳି ଚାଷ କରି ବାର୍ଷିକ…

ମହିଳାଙ୍କୁ ନିର୍ମମ ହତ୍ୟା, ସ୍କାନରରେ ସମ୍ପର୍କୀୟ ଭାଇ

ରାୟଗଡା (କେନ୍ୟୁଜ): ମହିଳାଙ୍କୁ ନିର୍ମମ ହତ୍ୟା । ଘର ଭିତରୁ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ହାଟମୁନିଗୁଡାରେ ହତ୍ୟାକାଣ୍ଡ ଘଟିଛି। ରାମକ୍ରୀଷ୍ଣା ମିଶନ ନିକଟରେ ଘର ଭିତରେ ବୀଭତ୍ସ ହତ୍ୟା କରାଯାଇଛି । ମୃତକ ହେଲେ ବୁରୁଜୁଗୁଡା ଗାଁର ନନ୍ଦିନୀ ନାଏକ । ସେ ରାମକ୍ରୀଷ୍ଣା…

ରାୟଗଡ଼ାରେ ପୃଥକ ପୃଥକ ସ୍ଥାନରେ ବାଇକ୍ ଦୁର୍ଘଟଣା :୨ ମୃତ, ୪ ଆହତ

ରାୟଗଡା (କେନ୍ୟୁଜ): ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାୟଗଡାରେ ବିଳମ୍ବିତ ରାତ୍ରରେ ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା , ୨ ମୃତ । ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦଶହରା ଦେଖି ଫେରୁଥିବାବେଳେ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ରାୟଗଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ରାୟଗଡା (କେନ୍ୟୁଜ): ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ଏନେଇ ହିଣ୍ଡାଲକୋ ଏବଂ ଓଏମସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ୍ ଉତ୍ତୋଳନ ପାଇଁ ଏହି ଏମଓୟୁ ସ୍ବାକ୍ଷର କରାଯାଇଛି । ୮ ହଜାର କୋଟି ଟଙ୍କା…

ମୂର୍ତ୍ତି ବିସର୍ଜନ ବେଳେ ମା’ ଆଖି ଆଗରେ ନଦୀରେ ଭାସିଗଲା ପୁଅ

ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ । ଆଖି ପିଛୁଳାକେ ନଦୀରେ ଭାସିଗଲେ ଯୁବକ, ଦୂରରୁ ଥାଇ ମା' ଟି ଚିତ୍କାର କରି ପୁଅ କୁ ଡାକୁଥିଲା, ମୋ ପୁଅ କୁ କିଏ ବଞ୍ଚାଅରେ.. କିନ୍ତୁ ଦଇବ ଦାଉ ସାଜିଲା ସେଇ ମା ଉପରେ .. ଆଉ ଦେଖୁ ଦେଖୁ ନଦୀର ପ୍ରଖର ସ୍ରୋତରେ ଭାସିଗଲା ପୁଅ। ଏ ଦୃଶ୍ୟ ଦେଖିଲେ…

ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଲାଗିଲା ମାଓ ବ୍ୟାନର, ପୋଷ୍ଟରରେ ୩ ନେତାଙ୍କୁ ଧମକ

ରାୟଗଡା (କେନ୍ୟୁଜ): ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ପୋଷ୍ଟର । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ସେଥିରେ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନଙ୍କୁ…