Browsing Tag

raygada news

ରାୟଗଡ଼ା କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଉତ୍ତେଜନା, ଟିକା ନେବା ପାଇଁ ପରସ୍ପର ଭିତରେ ଗଣ୍ଡଗୋଳ

ରାୟଗଡ଼ା: ଟିକା ନେବାକୁ ଉତ୍ତେଜନା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଟିକା ନେବାକୁ ଉତ୍ତେଜନା। ଏହି କେନ୍ଦ୍ରକୁ ମାତ୍ର ୨୦୦ଜଣଙ୍କ ପାଇଁ ଟିକା ଆସିଥିବା ଖବର ପ୍ରଚାରିତ ହେବାପରେ ଲୋକଙ୍କ ଭିତରେ ଟିକା ନେବାପାଇଁ ଏକପ୍ରକାର ପ୍ରତିଯୋଗୀତା…

ରାୟଗଡା: ବିଷମକଟକ ଠଙ୍ଗପଡା ଗାଁରେ ଅଭାବନୀୟ ଘଟଣା, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ

ରାୟଗଡା : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଠଙ୍ଗପଡା ଗାଁରେ । ଘଟଣାସ୍ଥଳରେ ହିଁ ଶ୍ଵଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା…

ରାସ୍ତା ପାର ହେବା ସମୟରେ ଟ୍ରକ୍‌ ଚାପାରେ ମହିଳା ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ରାୟଗଡା: ଟ୍ରକ୍‌ ଚାପାରେ ମହିଳା ମୃତ । ମୃତକ ହେଲେ ରାୟଗଡା ବିଷମକଟକ ଥାନା ଡିମିରିଗୁଡା ଗାଁର ମମି କୁଶିକା । ରାସ୍ତା ପାର ହେବା ସମୟରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଦୁର୍ଘଟଣା ସ୍ଥଳରେ ବିଷମକଟକ…

୧୦ ବର୍ଷର ବିସ୍ମୟ ବାଳକ ସଙ୍ଗମ ଲାବଲା, ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଖିପାରୁଛନ୍ତି ସବୁକିଛି

ରାୟଗଡା: ରାୟଗଡା ସହରର ଗାୟତ୍ରୀ ନଗର ଦ୍ବିତୀୟ ଲେନର ୧୦ ବର୍ଷର ବାଳକ ସଙ୍ଗମ । କୋରନା ମହାମାରୀ ସମୟରେ ଗଣିତ ପାଠ ନେଇ ୧୦ ଦିନିଆ କୋର୍ଷ କରୁଥିଲେ ସଙ୍ଗମ ଲାବଲା । ହେଲେ ଦିନେ ବାପା ମାଁଙ୍କୁ ସେ ଆଖିରେ ପଟି ବାନ୍ଧି ସବୁ ଦେଖିପାରୁଥିବା ବିଷୟ କହିଥିଲେ । ପ୍ରଥମେ ବାପା ମାଁ ନିଜ କୁନି…

ଜର୍ମାନରେ ନିଜ ଅଭିଜ୍ଞତା ଦେଖାଇବେ ଓଡିଅ ଝିଅ, ସାରା ଭାରତରେ ଜଣେ ହିଁ ମନୋନିତ

ରାୟଗଡା (କେନ୍ୟୁଜ୍‌) : ପୁଣି ଅଖ୍ୟାତ ଇଲାକା ବିଖ୍ୟାତ ହେବାକୁ ଯାଉଛି ଜଣେ ମେଧାବୀ ଛାତ୍ରୀଙ୍କ ପାଇଁ। ସାରା ବିଶ୍ବରେ ଏବେ ନାମ କରିବାକୁ ଯାଉଛି ରାୟଗଡାର ରାଣୀଗୁଡା ଅଂଚଳ। ଆଉ ଏସବୁ ସମ୍ଭବ ହେବାକୁ ଯାଉଛି ଯୁବ ବୈଜ୍ଞାନିକ ପ୍ରୀତିପ୍ରଭା ସାହୁଙ୍କ ପାଇଁ । ଏହି ସୁନା ଝିଅଙ୍କ ସଫଳତା ଗାଥା…

ଆସନ୍ତାକାଲିଠୁ ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ପାଇଁ ସଟ୍‌ଡାଉନ, ଦୁଇ ଦିନ ବନ୍ଦ ରହିବ ମୁଖ୍ୟ ଚିକିତ୍ସାଳୟର ଓପିଡି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍‌ଡାଉନ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତାକାଲିଠୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ମଧ୍ୟ ୨ ଦିନ ବନ୍ଦ ରହିବ । ଜିଲ୍ଲାରେ ଆଜି ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ଆନ୍ଧ୍ରପ୍ରଦେଶର ଭୀମାବରମ୍ ଅଞ୍ଚଳରେ ଫସି ହୋଇରହିଛନ୍ତି ରାୟଗଡାର ୨୩ ଜଣ ଯୁବତୀ, ଫେରାଇ ଆଣିବା ପାଇଁ କଲେ ଆକୁଳ ନିବେଦନ

ରାୟଗଡା: ମହାମାରୀ କରୋନାକୁ ନେଇ ସାରା ଦେଶରେ ଲକ୍ ଡାଉନ୍ ସ୍ଥିତି ଜାରି ରହିଛି । ଏହି ପରିପେଷୀରେ ଆନ୍ଧ୍ରପ୍ରଦେଶର ଭୀମାବରମ୍ ଅଞ୍ଚଳରେ ଫସି ହୋଇ ରହିଛନ୍ତି ରାୟଗଡା ଜିଲ୍ଲାର ୨୩ ଜଣ ଯୁବତୀ । ଏମାନଙ୍କ ମଧ୍ୟରେ କିଛି ନାବାଳିକା ଥିବାର ମଧ୍ୟ ଜଣାପଡିଛି । ରାୟଗଡା ଜିଲ୍ଲାର କୋଲନରା,ବିଷମକଟକ…