Browsing Tag

raygada

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡ଼ା(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମେଡିକାଲରେ ରୋଗୀଙ୍କୁ ଆଣିବାର ପାଖାପାଖି କୋଡ଼ିଏ ମିନିଟ୍ ଧରି ରୋଗୀଙ୍କ ପାଖକୁ ଜଣେ ବି ଡାକ୍ତର କି ଚିକିତ୍ସା କର୍ମୀ ଆସିନଥିବା…

ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ, ୪ ଶିଶୁଙ୍କ ଜୀବନ ଯାଇଛି

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଉପରସଜା ନିକଟରେ ଅଘଟଣ। ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ। ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ନିର୍ମାଣକାମ ଚାଲିଥିଲା ବ୍ରିଜ୍। କଲଭଟ ତଳେ ଗାଧୋଇଥିଲେ କିଛି ଲୋକ। ଏହି ସମୟରେ କଲଭଟଟି ଭୁଶୁଡ଼ି ପଡିଲା। କଲଭଟ ତଳେ ଗାଧୋଉଥିବା…

ରାୟଗଡ଼ାରେ ସମାଜସେବୀ ଗୌରୀ ମିଶ୍ରଙ୍କୁ ହତ୍ୟା କରିଥିବା ସୁପାରୀ କିଲରକୁ ମର୍ଡର, ୯ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ଗିରଫ

ରାୟଗଡ଼ା(କେନ୍ୟୁଜ୍):  ଗୋଟିଏ ହତ୍ୟାକାଣ୍ଡ ଲୁଚାଇବାକୁ ଯାଇ ଆଉ ଗୋଟିଏ ହତ୍ୟା । ସମାଜସେବୀଙ୍କୁ ହତ୍ୟା କରିଥିବା ସୁପାରୀ କିଲରକୁ ମର୍ଡର । ରାୟଗଡ଼ାରେ ଡବଲ ମର୍ଡର ମାମଲାରେ ପର୍ଦ୍ଦାଫାସ। ଗତ ମେ ୧୩ରେ ବଂଶଧାରା ନଦୀ ବ୍ରିଜ୍‌ ଉପରେ ସମାଜସେବୀ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା…

ପତ୍ନୀହନ୍ତା ରାୟଗଡ଼ାର ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ, ମଙ୍ଗଳବାର ଦଣ୍ଡବିଧାନ କରିବେ କୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ। ରାୟଗଡ଼ାର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ। ୧୯୯୫ ମସିହାରେ ରାମମୂର୍ତ୍ତି ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଏମଏଲଏ…

ରାୟଗଡ଼ାରେ ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ, ନେଲା ଧନ ସହ ଜୀବନ

ରାୟଗଡ଼ା(କେନ୍ୟୁଜ୍): ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ। ଆଜି କାଳ ବୈଶାଖୀ ପ୍ରଭାବରେ ଅନେକ ଘର  ଦ୍ବାରର ଛାତ ଉଡେଇଥିବା ବେଳେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଅନେକ ଗ୍ରାମରେ ଆଜି କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଅପରାହ୍ନ…

ରାୟଗଡ଼ା: ଘରକୁ ଫେରୁଥିବା ବେଳେ ବାଇକ ଧକ୍କା ଦେବାରୁ ରେଳ କର୍ମଚାରୀଙ୍କ ମୃତ୍ୟୁ

ରାୟଗଡ଼ା(କେନ୍ୟୁଜ୍):  ସଡ଼କ ଦୁର୍ଘଟଣାରେ ରେଳ କର୍ମଚାରୀଙ୍କ ମୃତ୍ୟୁ।ରାୟଗଡା ଜିଲ୍ଲା ସଦର ରେଳ ଷ୍ଟେସନ ରୋଡ ବୁଦ୍ରାବାଲସା ଛକ ନିକଟରେ ଏକ ବାଇକ ଧକ୍କା ଦେବା ଫଳରେ ରେଳବିଭାଗ କର୍ମଚାରୀ ଏନ. ବୈରାଗୀ ରାଓ ମୃତ୍ୟୁବରଣ କରୁଛନ୍ତି।ସ୍ଥାନୀୟ ଲୋକେ ଅଟୋ ଯୋଗେ ତାଙ୍କୁ ରାୟଗଡା ମୁଖ୍ଯ…

ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ବେଳେ ଜଳିଗଲେ ୩ ନାବାଳକ: ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର

ରାୟଗଡ଼ା(କେନ୍ୟୁଜ୍):  ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ। ୨୫କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ବଳକାକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ…

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଆଉ ଏକ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଗଠନ କଲା ଦ୍ୱିତୀୟ ଟିମ୍‌ । ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର କଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଆଉ ଏକ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି…

ରାୟଗଡ଼ାରେ ରୁଷିଆ ନାଗରିକଙ୍କ ମୃତଦେହ ପୋଡିବା ଘଟଣା, ପୋଲିସ ପାଇଁ ବଢିପାରେ ଅଡୁଆ

ଭୁବନେଶ୍ବର(କେନ୍ୟୁଜ୍): ଓଡିଶା ପୁଲିସ ମୃତଦେହ ପୋଡିବା ଘଟଣାକୁ ନିନ୍ଦା କଲେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ।  ଫରେନରଙ୍କୁ ପୋଡିବା ନେଇ କହିଲେ ଏହା ଆଦୌ ଠିକ ନୁହେଁ, ଯାହା ପୁଲିସ ପାଇଁ ଅଡୁଆ ବଢ଼ାଇପାରେ । ଅନକ୍ଳେମ ଡେଡବଡ଼ିର ବହୁତ ଗୁଡିଏ ସାଇନ ଥାଏ, ଯେଉଁଥିରେ ଜଣାପଡ଼େ ବ୍ୟକ୍ତି…

ବାଲି ଉଠାଣକୁ ନେଇ ରାୟଗଡ଼ାରେ ଅପ୍ରୀତିକର ସ୍ଥିତି, ଶୁଣାଣି ବେଳେ ଜିଲ୍ଲାପାଳ ହଟହଟା

ରାୟଗଡ଼ା(କେନ୍ୟୁଜ୍):ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ…

ଯୁବତୀଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ଏକତରଫା ପ୍ରେମ ମୂଳ କାରଣ

ରାୟଗଡ଼ା(କେନ୍ୟୁଜ୍):  ଏକ ତରଫା ପ୍ରେମକୁ ନେଇ ପ୍ରେମିକାକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା ସମୟରେ ବାଧା ଦେବାରୁ ପ୍ରେମିକା ସାଙ୍ଗକୁ ଆକ୍ରମଣ । ଟିକିରି ଥାନା ଅନ୍ତର୍ଗତ ଉଷାପଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମୃତ ପ୍ରେମିକା ଜଣକ ହେଲେ…

କାଶୀପୁର ବ୍ଲକରେ ଭୁବନେଶ୍ୱରର RMRC ଡାକ୍ତରୀ ଟିମ୍‌, ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତଙ୍କ ନମୂନା…

ରାୟଗଡ଼ା(କେନ୍ୟୁଜ୍):  ରାୟଗଡ଼ା କାଶୀପୁର ବ୍ଲକରେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ…