Browsing Tag

Rayudu’s bowling action will be scrutinised

ରାୟୁଡୁଙ୍କ ବୋଲିଂ ଆକସନ୍‌ର ଯାଞ୍ଚ ହେବ

ସିଡନୀ : ଭାରତୀୟ କ୍ରିକେଟ୍‌ ଖେଳାଳି ଅମ୍ବାତି ରାୟୁଡୁଙ୍କ ବୋଲିଂ ଆକସନ୍‌ ଉପରେ ଆପତ୍ତି । ସିଡନୀ ଦିନିକିଆ ବେଳେ ସେ ୨ ଓଭର ବୋଲିଂ କରି ୧୩ ରନ୍‌ ଦେଇଥିଲେ । ଭାଷ୍ୟକାର ମଧ୍ୟ ତାଙ୍କ ବୋଲିଂ ଆକସନ୍‌ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମଥେୟା ମୁରଲୀଧରନ୍‌ଙ୍କ ସହ ମେଳ ଖାଉଛି ବୋଲି କହିଥିଲେ ।…