ଋଣ ପରିଶୋଧର ୩୦ ଦିନ ମଧ୍ୟରେ ଫେରସ୍ତ ହେବ ସମସ୍ତ ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କଗୁଡ଼ିକ RBIର କଡ଼ା ନିର୍ଦ୍ଦେଶ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ବ୍ୟାଙ୍କକୁ ଏକ ମାସ ମଧ୍ୟରେ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସମ୍ପତ୍ତିର କାଗଜ ପତ୍ର ଫେରାଇବାକୁ ନିର୍ଦ୍ଦେଶ ଦେଇଛି । ବ୍ୟାଙ୍କ ବ୍ୟତୀତ ସମସ୍ତ ଏନବିଏଫସି (ନନ୍- ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କର୍ପୋରେସନ)କୁ ମଧ୍ୟ ସମାନ…