ଆଉ ବ୍ୟାଙ୍କ ହାତରେ ନୁହେଁ, ଏଣିକି ନିଜେ ଚାହିଁଲେ ଚାଲୁ ଓ ବନ୍ଦ କରିପାରିବେ ନିଜ ATM କାର୍ଡ, ଆରବିଆଇ କଲା ଘୋଷଣା
ବର୍ତ୍ତମାନ ସମୟର ହେଉଥିବା ଅନଲଇନ ଠକେଇକୁ ରୋକିବା ପାଇଁ ଆରବିଆଇ ଘୋଷଣା କରିଛି ନୂଆ ନିୟମ। ସାଧାରଣତଃ କ୍ରେଡିଟ୍ କାର୍ଡ ଓ ଡେବିଟ କାର୍ଡରେ ଯେତେବେଳେ ଠକେଇର ଭୟ ଥାଏ ସେତେବେଳେ ବ୍ୟବହାରକାରୀମାନେ ବ୍ୟାଙ୍କକୁ ଖବର ଦେଇଥାନ୍ତି ନିଜର ATM ବନ୍ଦ କିମ୍ବା ଚାଲୁ କରିବା ପାଇଁ। କିନ୍ତୁ ଏବେ ଏହି…