Browsing Tag

rbi guidelines

ନୂଆ ବର୍ଷରେ ଗୁଗଲ-ପେ ୟୁଜର୍ସଙ୍କୁ ଲାଗିବ ଝଟକା, ୟୁଜର୍ସଙ୍କ ଉପରେ ପଡ଼ିବ ସିଧା ପ୍ରଭାବ

ବିମୁଦ୍ରିକରଣ ପରେ ଭାରତରେ ଅନଲାଇନ ପେମେଣ୍ଟର ସେବା ଖୁବ ବୃଦ୍ଧି ପାଇଛି। ଡିଜିଟାଲ ଯୁଗରେ ଲେଣ ଦେଣର ପାରମ୍ପରିକ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଛି। ଛୋଟ ଛୋଟ କାମ ପାଇଁ ଆମକୁ ଯେଉଁଠି ବେଶି ସମୟ ଦେବାକୁ ପଡ଼ୁଥିଲା। ଏବେ ସେହି କାମ କେଇ ମିନିଟରେ ହୋଇପାରୁଛି। ତେବେ ଅନେକ ସମୟରେ…

କରୋନା ପ୍ରଭାବିତଙ୍କ ପାଇଁ “ଲଙ୍ଗ୍‌ ଟର୍ମ ଲୋନ୍‌” ବ୍ୟବସ୍ଥା ଘୋଷଣା ପାଇଁ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କୋଭିଡ ସହ ଜଡ଼ିତ ଭିତ୍ତିଭୂମି ପାଇଁ ୫୦ ହଜାର କୋଟିର ଋଣ ଘୋଷଣା କରାଯାଇଛି। କରୋନା ପ୍ରଭାବରୁ କିଛିଟା ସୁଧୁରୁଛି ବିଶ୍ୱ ଅର୍ଥନୀତି । ଗତବର୍ଷରୁ କରୋନା ସହ ସାରା ଦେଶ ଲଢୁଛି। ପୁଣି ଥରେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । କରୋନା…

ଏଟିଏମ୍‌ରୁ ୫ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ଶୁଳ୍କ, ୮ ବର୍ଷ ପରେ ବଦଳିପାରେ ନିୟମ

ଆଗାମୀ ଦିନରେ ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିପାରେ । ଏହା ମାଗଣା ଟ୍ରାନଜାକ୍ସନରେ ସାମିଲ ହେବ ନାହିଁ। କାରଣ ଏ ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ। ତେବେ ଏଟିଏମରୁ ପାଞ୍ଚ ହଜାରୁ ଅଧିକ ଟଙ୍କା ଉଠାଇବା ଉପରେ ହିଁ ଏହି ନିୟମ ଲାଗୁ ହେବ…