ରିଜର୍ଭ ବ୍ୟାଙ୍କରେ ଭର୍ତ୍ତି: ଦରମା ମାସକୁ ୭୧,୦୩୨ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରି ସୁଯୋଗ । ରିଜର୍ଭ ବ୍ୟାଙ୍କରେ ଜୁନିଅର ଇଂଜିନିୟର(ସିଭିଲ/ଇଲେକ୍ଟ୍ରିକାଲ) ପଦବୀରେ ଆବେଦନ ଗ୍ରହଣ କରୁଛି । ନୋଟିଫିକେସନ ମୁତାବକ, ଏଠାରେ ୩୫ ପଦବୀ ଖାଲିପଡିଛି ।
ନୋଟିଫିକେସନ ମୁତାବକ, ଏହି ପଦବୀ ପାଇଁ ଭର୍ତ୍ତି ପରୀକ୍ଷା ୧୫ ଜୁଲାଇ, ୨୦୨୩ରେ ହେବ ।…