RBI ଅଫିସ୍କୁ ବୋମାରେ ଉଡ଼ାଇଦେବାକୁ ଧମକ, ଇ-ମେଲ୍ ପଠାଇ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି
ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଫିସ୍କୁ ମିଳିଛି ବୋମା ଧମକ। ଆରବିଆଇ ଅଫିସ୍କୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ଏଥିରେ କୁହାଯାଇଛି ଯେ ମୁମ୍ବାଇରେ ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇଛି। ଏହା ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ…