Browsing Tag

rbi

ଗୋଲାପୀ ନୋଟ୍ ବଦଳାଇବା ପାଇଁ RBI ସାମ୍ନାରେ ଭିଡ଼, ମଉକା ଦେଖି ଫାଇଦା ଉଠାଉଛନ୍ତି ଦଲାଲ

ଭୁବନେଶ୍ୱର (କେନ୍ୟୁଜ):  ସରୁନି ଗୋଲାପୀ ନୋଟ୍। କମୁନି ଭିଡ଼ । ସମୟ ଗଡ଼ିବା ସହିତ ଲାଇନ ବଢୁଛି। ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି । ଧାଡ଼ିରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର…

ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼: ସରୁନି ଗୋଲାପୀ ନୋଟ୍, କମୁନି ଗହଳି

ଭୁବନେଶ୍ବର(କେନ୍ୟୁଜ୍): ସରୁନି ଗୋଲାପୀ ନୋଟ୍। କମୁନି ଭିଡ଼ । ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି । ଧାଡ଼ିରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ…

ଉଚ୍ଚ ପଦରେ ପୁଣି ଜଣେ ଓଡ଼ିଆ, RBI ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର

(କେନ୍ୟୁଜ): ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର (RBI Executive Director) ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର । ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର…

ଲମ୍ବା ଲାଇନ ପଛରେ କିଏ ? ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ମଜୁରୀ ୩୦୦ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ); ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଆଜି ବି ଲମ୍ବା ଲାଇନ୍ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲା ରୁ ମଧ୍ୟ ଲୋକ ଆସିଛନ୍ତି। ଏଭିତରେ EOW ଟିମ ପହଞ୍ଚିଛି । ନୋଟ ବଦଳାଉଥିବା ଲୋକଙ୍କୁ ଚାଲିଛି ପଚରାଉଚରା । କିଛି ଲୋକ…

ଆଜି ସରୁଛି ଦ୍ୱିତୀୟ ଡେଡ୍‌ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ : ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ୍ ବଳଦ ଅବଧି । ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆଜି ଶେଷ ହେଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍…

ଖୁବ ଶୀଘ୍ର RBI ଆରମ୍ଭ କରିବ Frictionless Credit ଯୋଜନା

ଏଣିକି ପିଲାମାନଙ୍କ ପଢାକୁ ନେଇ ବାପା ମା ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ବ୍ୟାଙ୍କ ପକ୍ଷରୁ ଏନେଇ ଏକ ବଡ ସୁବିଧା ପ୍ରଦାନ କରାଯାଉଛି। ବାପା ମା ଙ୍କ ଏହି ଚିନ୍ତା କୁ ଦୂର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଏନେଇ ଫ୍ରିକ୍ସନଲେସ କ୍ରେଡିଟ (Frictionless Credit) ବ୍ୟବସ୍ଥା…

ଅଫଲାଇନ୍‍ ପେମେଣ୍ଟ ଆରମ୍ଭ କରିବାର ସୁଯୋଗ ଦେବ UPI, ଆରବିଆଇ ଆଣୁଛି ବଡ଼ ପରିବର୍ତ୍ତନ

କେନ୍ୟୁଜ୍(ବ୍ୟୁରୋ): UPIରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଆରବିଆଇ। ଅଫଲାଇନ୍‍ ପେମେଣ୍ଟ ଆରମ୍ଭ କରିବାର ସୁଯୋଗ ମିଳିବ । ଯେଉଁଥିରେ ୫୦୦ ଟଙ୍କା ଯାଏଁ ପ୍ରଥମେ ଟ୍ରାନ୍ସଫର ହୋଇପାରିବ । ଛୋଟ ମୂଲ୍ୟର ପେମେଣ୍ଟ ସହଜ କରିବା ସହ ଆଗକୁ ଆହୁରି ଏଥିରେ ୟୁଜରଫ୍ରେଣ୍ଡଲି କରାଯିବ ବୋଲି କହିଛି…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ : ୬.୫ ପ୍ରତିଶତରେ ସ୍ଥିର ରହିଲା ସୁଧହାର

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଚଳିତ ଆର୍ଥିକ ବର୍ଷରେ ଦରଦାମ ୫ ଦଶମିକ ୧ ପ୍ରତିଶତରୁ ୫ ଦଶମିକ ୪ ପ୍ରତିଶତ ବଢିବ ବୋଲି ଆକଳନ କରିଛି ଆରବିଆଇ । କିନ୍ତୁ ରେପୋ ରେଟ ତଥା ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏବେ ୬.୫ ପ୍ରତିଶତରେ ଅପରିବର୍ତ୍ତିତ…

ଅସଲି ଓ ନକଲି ନୋଟ ମଧ୍ୟରେ ଏପରି ଜାଣନ୍ତୁ ପାର୍ଥକ୍ୟ

ଯଦି ଟଙ୍କା କାରବାରରେ ନକଲି ନୋଟ୍ ବାହାରଛି , ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସର୍ବପ୍ରଥମେ ପୋଲିସକୁ ରିପୋର୍ଟ ଦାଖଲ କରନ୍ତୁ। ଏହା କରିବା ପରେ ବ୍ୟାଙ୍କ ଏବଂ ପୋଲିସ ପକ୍ଷରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଜାଣନ୍ତୁ ନକଲି ନୋଟ୍ କିପରି ଚିହ୍ନଟ କରିବେ । ଅନେକ…

RTGS ଓ NEFT ହୋଇଗଲା ପୁରୁଣା ! ଏବେ RBI ଆଣୁଛି ନୂଆ ପେମେଣ୍ଟ ସିଷ୍ଟମ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ସମୟରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆଉ ଏବେ ବହୁତ ଜଲଦି ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ…

ଏହି ଦେଶରେ କାମ ଦେଉଛି ଭାରତୀୟ ମୁଦ୍ରା

ସାଧାରଣ ଭାବେ ବିଦେଶ କୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା Rupee କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଲିଥାଏ । ହଁ ଏହା ସତ , ଦୁନିଆରେ କିଛି ଦେଶ ଅଛି ଯେଉଁଠାରେ ଯଦି ଆପଣ ଯାଆନ୍ତି, ତେବେ ଆପଣ ଭାରତୀୟ ଟଙ୍କା ଦେଇ…

ଦ୍ୱନ୍ଦ୍ୱରେ ୨ ହଜାର ଟଙ୍କିଆ ନୋଟ୍ ବନ୍ଦ କରିବା ପ୍ରସଙ୍ଗ, ସ୍ପଷ୍ଟ କରିନି ଆରବିଆଇ

ନୂଆଦିଲ୍ଲୀ : ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍‌। ବର୍ତ୍ତମାନ କିନ୍ତୁ ଏହା ବୈଧ ରହିବ। ୨୦୧୬ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ।…