Browsing Tag

RCB

ଆଇପିଏଲ ୨୦୨୪ : RCB କୁ ବଡ ଝଟକା, ଅଧାରୁ ହାତ ଛାଡିଲେ ଗ୍ଲେନ ମ୍ୟାକ୍ସୱେଲ

ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅଧାରୁ ଆରସିବି ହାତ ଛାଡିଛନ୍ତି । ଆରସିବି ଆଇପିଏଲ୍‌ ୨୦୨୪ ସିଜିନରେ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଆଉ ଗୋଟିଏ ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍…

ଆରସିବି ଫ୍ୟାନ୍ସଙ୍କ ଗୁମର ଖୋଲିଲେ ଦିନେଶ କାର୍ତ୍ତିକ, ‘ମୋ ସହିତ ମୋ ପରିବାରକୁ ସିଧାସଳଖ ମେସେଜ କରି ମଧ୍ୟ ଗାଳି…

ଦିନେଶ କାର୍ତ୍ତିକ ୨୦୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମରେ ରହିଛନ୍ତି । ଆଇପିଏଲ୍‌ ଇତିହାସରେ ସବୁଠୁ ବିଶ୍ୱସ୍ତ ଫ୍ୟାନ୍ସଙ୍କ କଥା କହିଲେ, ଆରସିବି ଫ୍ୟାନ୍ସ ଲିଷ୍ଟର ଶୀର୍ଷରେ ରହିଥାନ୍ତି । ୨୦୦୮ରୁ ଆରସିବି ଆଇପିଏଲ ସିଜିନରେ ଭଲ ଖେଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଟାଇଟଲ…

ଆଇପିଏଲ୍‌ ୨୦୨୪: ନାମ ପରିବର୍ତ୍ତନ କଲା RCB, ବାଙ୍ଗାଲୋର ଜାଗାରେ ହେଲା ‘ବେଙ୍ଗାଲୁରୁ’

ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୪ । ଏଥିପାଇଁ ଟିମ୍‌ଗୁଡ଼ିକର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାମ୍ପ୍‌ରେ ଅଭ୍ୟାସ ଜାରି ରହିଛି । ସେପଟେ ଚଳିତ ବର୍ଷ RCB ଏହାର ନାମରେ ସାମାନ୍ୟ ପରିବର୍ତ୍ତନ କରିଛି । ଏବେ ଟିମ୍‌ ନିଜର ପ୍ରଥମ ମ୍ୟାଚ୍ ପାଇଁ ଚେନ୍ନାଇରେ…

WPL ଟାଇଟଲ ଜିତିଲା RCB, ବିସିସିଆଇ ପ୍ରଦାନ କଲା ୬ କୋଟି

ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ୍ ଜିତିଲା ଆରସିବି । ୧୧୪ ରନର ପିଛା କରୁଥିବା ଆରସିବି ଟିମ ୨ ୱିକେଟ ହରାଇ ମ୍ୟାଚ ଜିତି ନେଇଛି । ତେବେ ବିସିସିଆଇ WPL ରେ ପ୍ରଥମ…

WPL 2024 : ଫାଇନାଲରେ ଆରସିବି ପହଞ୍ଚିବା ପରେ ଫ୍ୟାନ୍ସ ମେଟ୍ରୋ ଭିତରେ ଚିଲାଇଲେ RCB-RCB

ମହିଳା ପ୍ରିମିୟମ ଲିଗ୍ ମୁକାବିଲାରେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅତି ରୋମାଞ୍ଚକ ଭାବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ଆରସିବି ପହଞ୍ଚିଛି । ଗତକାଲି ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିବା ଏଲିମିନେଟର…

ଆଇପିଏଲ୍‌ ୨୦୨୪: ନିଜ ନାମ ବଦଳାଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଟିମ୍‌ ଆଇପିଏଲ୍‌ ୨୦୨୪ରେ ଏକ ନୂତନ ନାମ ସହିତ ପ୍ରବେଶ କରିପାରେ । ଆର୍‌ସିବି ନିଜେ ହିଁ ଏହାର ସଙ୍କେତ ଦେଇଛି । କୁହାଯାଉଛି କି, ଆର୍‌ସିବି ନିଜ ନାମରୁ ବାଙ୍ଗାଲୋର ଶବ୍ଦକୁ ହଟାଇପାରେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେହି ୩ଟି ଟିମ୍‌…

WPL ରେ ଇତିହାସ ରଚିଲେ ଏଲିସ ପେରୀ, ୧୫ ବଲରେ ନେଲେ ୬ ଓ୍ଵିକେଟ

ଆରସିବିର ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ୧୫ଟି ବଲରେ ୬ଟି ୱିକେଟ ନେଇ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପେରୀ ପ୍ରଥମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ବୋଲର ନିଜ ବୋଲିଂ ପାଇଁ ପରିଚିତ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ…

ମ୍ୟାଚ୍‌ ହାରିବା ପରେ ‘ଝୁମେ ଜୋ ପଠାନ’ ଗୀତରେ ଶାହରୁଖଙ୍କ ସହିତ ନାଚିଲେ ବିରାଟ କୋହଲି

ରୟାଲ ଚ୍ୟାଳେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ଆଇପିଏଲ୍‌ ୨୦୨୩ରେ ପ୍ରଥମ ପରାଜୟ ଗ୍ରହଣ କରିଛି । କୋଲକତା ଟିମର ବୋଲରଙ୍କ ସାମ୍ନାରେ ଫିକା ପଡିଛନ୍ତି ଆରସିବିର ବ୍ୟାଟର । ଟିମ୍‌ ୮୧ ରନ୍‌ ଲିଡରେ ମ୍ୟାଚ ଜିତିଛି । ତେବେ ଆରସିବି ଆରିବା ପରେ ବିରାଟ କୋହଲି କୋଲକତା ନାଇଟ ରାଇଡର୍ସର ମାଲିକ ଶାହାରୁଖ…

RCB ମେଣ୍ଟର ହେଲେ ସାନିଆ ମିର୍ଜା, ଟିମରେ ଖେଳାଳିଙ୍କ ମନୋବଳ ବଢାଇବେ

ବିସିସିଆଇ ଦ୍ୱାରା ପ୍ରଥମ ଥର ପାଇଁ ମହିଳା ଆଇପିଏଲ ମ୍ୟାଚ୍‌ର ଆୟୋଜନ କରାଯାଉଛି । ଆଉ ମହିଳା ପ୍ରିମିୟର ଲିଗ୍‌ ୨୦୨୩ରେ ଆରସିବି ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଟିମ୍ ଖେଳାଳିଙ୍କ ମନୋବଳ…

WPL ନିଲାମୀ : ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟିରେ କିଣିଲା ଆରସିବି, ହରମନପ୍ରୀତଙ୍କୁ ୧.୮ କୋଟିରେ ନେଲା ମୁମ୍ବାଇ

ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ବିସିସିଆଇ ନିଲାମୀ ପାଇଁ ୪୪୮ ଜଣ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଯେଉଁଥିରେ ୨୭୦ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି । ତେବେ ଆଜି ନିଲାମୀରେ ପ୍ରଥମ ଖେଳାଳି ଭାବେ ଭାରତର ଷ୍ଟାର…

ବିରାଟଙ୍କ ହାତରୁ ଚାଲିଗଲା RCB ଦାୟିତ୍ୱ, ଫାଫ୍‌ ଡୁ ପ୍ଲେସିସ ହେଲେ ନୂଆ ଆରସିବି ଅଧିନାୟକ

ଆଇପିଏଲ୍‌ ୨୦୨୨ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସମଗ୍ର ବିଶ୍ୱର କ୍ରିକେଟ ଫ୍ୟାନ୍ସ ଏହାକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨୦୨୨ ସିଜିନ ପାଇଁ ନିଜର ଅଧିନାୟକ ଘୋଷଣା କରିଛି। ଆରସିବି ସାଉଥ…

ବିରାଟ କୋହଲିଙ୍କ ଅନ୍ତରଙ୍ଗ ବନ୍ଧୁ କରୋନା ପଜିଟିଭ ଚିହ୍ନଟ, ଏବେ ସଂପୂର୍ଣ୍ଣ ଟିମ୍‌ର ହେବ କରୋନା ଟେଷ୍ଟ

ବିରାଟ କୋହଲିଙ୍କ ସହିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ ଖେଳିଥିବା ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲୋନ ମ୍ୟାକ୍ସେେଓ୍ଵଲ କରୋନା ସଂକ୍ରମଣ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସେଓ୍ଵଲ ବିଗ୍‌ ବାସ୍‌ ଲିଗ୍‌ରେ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରୁଥିବା ସମୟରେ କରୋନା…