Browsing Tag

reach village

ଯାଜପୁର କଚେରୀ ଗାଁରେ ପହଞ୍ଚିଲା ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର, ଶେକାକୁଳ ହେଲା ଗାଁ

ଯାଜପୁର ଟାଉନ : ଯାଜପୁର କଚେରୀ ଗାଁରେ ପହଞ୍ଚିଲା ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ପ୍ରବୀର ଆସାମ ରାଇଫଲର 8th ବାଟାଲିଅନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରବୀର ମିଜୋରାମର ସରଚିପ ଜିଲ୍ଲାରେ ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ହେତୁ ହାର୍ଟ କାମ…