Browsing Tag

Realme 5G smartphone

Realme ଭାରତରେ ଲଞ୍ଚ କରିବାକୁ ଯାଉଛି ପ୍ରଥମ 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିବ ଦାମ

ଚୀନୀ ସ୍ମାର୍ଟଫୋନ କମ୍ପାନୀ Realme ଭାରତରେ ତାର ପ୍ରଥମ 5G ଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ଦାମ ପାଖାପାଖି ୫୦,୦୦୦ ଟଙ୍କା ରହିବ । କମ୍ପାନୀର ଏକ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୮ ମସିହାରେ ଅସ୍ଥିତ୍ୱକୁ ଆସିବା ପରେ ଭାରତରେ 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଥିବା Realme ପ୍ରଥମ…