୧୩,୯୯୯ ଟଙ୍କାରେ ଆସିଗଲା Realmeର ନୂଆ ସ୍ମାର୍ଟଫୋନ୍
Realme 8iକୁ ଭାରତରେ ନିକଟରେ ଲଞ୍ଚ୍ କରାଯାଇଛି। Realme 8iର ଦାମ୍ 4GB + 64GB ଭେରିଏଣ୍ଟ୍ ପାଇଁ ୧୩,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ Realme 8iକୁ ସ୍ପେସ୍ ବ୍ଲାକ୍ ଏବଂ ସ୍ପେସ୍ ପର୍ପଲ କଲର ଅପ୍ଶନରେ ୧୪ ସେପ୍ଟେମ୍ବରରୁ କିଣି ପାରିବେ। Realme 8i ଆଣ୍ଡ୍ରୋଏଡ୍ ୧୧ ବେସ୍ଡ…