Browsing Tag

realme laptop

ଭାରତରେ ଖୁବଶୀଘ୍ର ଲାପଟପ୍ ଲଞ୍ଚ କରିପାରେ Realme, ସାଓମୀକୁ ଦେବ ଟକ୍କର

ଚୀନ ସ୍ମାର୍ଟଫୋନ ମେକର ରିଅଲ ମି ଖୁବଶୀଘ୍ର ଭାରତୀୟ ବଜାରରେ ଲାପଟପ୍ ଲଞ୍ଚ କରିବାକୁ ଯାଉଛି। ସାଓମୀ ପୂର୍ବରୁ ଭାରତରେ ଲାପଟପ୍ ଲଞ୍ଚ କରିସାରିଛି। ଏଥିପାଇଁ ସାଓମୀକୁ ଟକ୍କର ଦେବା ପାଇଁ ରିଅଲ ମି ଯୋଜନା ଚଳାଇଛି। ସୂଚନା ମୁତାବକ, ଚଳିତବର୍ଷ ଜୁନ୍ ବେଳକୁ ଭାରତରେ ରିଅଲ ମି ଲାପଟପ୍ ଲଞ୍ଚ…