Browsing Tag

realme smart watch lunch

Realme ଲଞ୍ଚ କଲା ୧୪ଟି ସ୍ପୋର୍ଟସ ମୋଡ ଥିବା ସ୍ମାର୍ଟଓ୍ଵାଚ, ଦାମ ୪ ହଜାର ଟଙ୍କାରୁ ବି କମ୍‌

ଭାରତରେ Realme ସ୍ମାର୍ଟଓ୍ଵାଚ ଲଞ୍ଚ କରିଛି। ଏହା ଭାରତରେ ରିଅଲ ମି କମ୍ପାନୀର ପ୍ରଥମ ସ୍ମାର୍ଟଓ୍ଵାଚ। ଏହି ଘଣ୍ଟାରେ ୧୨ ବିଲ୍ଟ ଇନ ଓ୍ଵାଚ ଏବଂ ୨୪ ଘଣ୍ଟା ହାର୍ଟ ରେଟ ମନିଟରିଂ କରିବାର ଫିଚର ରହିଛି। ଏହାଛଡା ଏହି ଘଣ୍ଟା ବ୍ଲଡ ଅକ୍ସିଜେନ ଲେବର ମଧ୍ୟ ଡିକ୍ଟେଟ କରିପାରିବ। ଏହାକୁ…