ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ Realme X50 Pro, ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ଟଙ୍କା
Realme X50 Pro 5G ଆଜି ଭାରତରେ ଲଞ୍ଚ ହେଉଛି। ଏହା ଭାରତରେ ଲଞ୍ଚ ହେବାକୁ ଥିବା ପ୍ରଥମ ୫ଜି ସ୍ମାର୍ଟଫୋନ। ଏହା ପୂର୍ବରୁ ମୋବାଇଲ ଓ୍ଵାଲର୍ଡ କଂଗ୍ରେସରେ ଲଞ୍ଚ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ ଭୟ ଯୋଗୁଁ ଏହି ଇଭେଣ୍ଟକୁ ରଦ୍ଦ କରାଯାଇଥିଲା। ଆଜି ଦିନ ୨.୩୦ରେ ଏହି ଫୋନ ଲଞ୍ଚ ହେବ।…