Browsing Tag

reason for pimples

ଗୋଟିଏ ରାତିରେ ତ୍ୱଚାରୁ ହଟିଯିବ ସବୁ ଦାଗ, ଆପ୍ଲାଏ କରନ୍ତୁ ଏହି ଉପାୟ

ତ୍ୱଚାକୁ ନେଇ ସମସ୍ତେ ସବୁବେଳେ ସମସ୍ତେ ସତର୍କ ରହିଥାନ୍ତି । ଏହା ସୁନ୍ଦର ଦେଖାଯିବା ପାଇଁ ପ୍ରାୟ ସମସ୍ତେ କିଛି ନା କିଛି ଉପାୟ ବାଛିଥାନ୍ତି। ତେବେ ବାହାର କ୍ରିମ ହେଉ କିମ୍ବା ଘରୋଇ ଉପାୟ ତାହା ସବୁ ପ୍ରକାରର ତ୍ୱଚା ପାଇଁ ସମାନ ନଥାଏ। ତେଲିଆ ଯୁକ୍ତ ତ୍ୱଚା ପାଇଁ ଯେଉଁ ଉପାୟ ମୁହଁରେ…

ଦୁଗ୍ଧଜାତୀୟ ଦ୍ରବ୍ୟ ଅଧିକ ଖାଇବା ପଡିପାରେ ମହଙ୍ଗା : ରିସର୍ଚ୍ଚ

କ୍ଷୀର, ଦହି, ଛେନା, ବଟର ଇତ୍ୟାଦି ଖାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ମଧ୍ୟ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଖାଦ୍ୟପେୟରେ ଭୁଲ ଅଭ୍ୟାସ, ଚିନ୍ତା ଏବଂ ତ୍ୱଚାରେ ଦେଖାଦେଉଥିବା ଅନେକ…